ଗଞ୍ଜାମରେ ରାଜନାଥଙ୍କ ରଣହୁଙ୍କାର, ୨୫ ବର୍ଷର ସରକାରର ମୂଳପୋଛ କରିବାକୁ ଦେଲେ ଗୁରୁମନ୍ତ୍ର

ଓଡ଼ିଶାରେ ପାଦ ଦେଉଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଖାଲି ବର୍ଷିଲେ ନାହିଁ, କେମିତି…