Tibet Earthquake: ତିବ୍ବତରେ ଭୟଙ୍କର ଭୂମିକମ୍ପ: ୧୬ ମୃତ, ୪୬ ଆହତ; ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ତିବ୍ବତରେ ପ୍ରକୃତିର ତାଣ୍ଡବ। ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ତିବ୍ବତ। ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା ଶତାଧିକ ଘର। ଚାରିଆଡ଼େ ହାହାକାର ପରିସ୍ଥିତି।…