ବିଜେପୁର ଅଭିଯୋଗ ଶୁଣାଣିରେ ୭୮ ମାମଲା ପଞ୍ଜିକୃତ

ବଦଳିଛି ସରକାର। ହେଲେ ବଦଳିନି ବ୍ୟବସ୍ଥା। ପୁରୁଣା ସରକାର ଅମଳର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ନୂଆ ସରକାର ଜାରି ରଖିଛନ୍ତି। ଏହିକ୍ରମରେ…