ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

ବାପା ମାଆଙ୍କ ବୁକୁଫଟା ଚିତ୍କାର। ୩ ଲକ୍ଷ ଟଙ୍କାରୁ ୫୦ ହଜାର ଦେଇନଥିଲି ବୋଲି ବର୍ଷକରେ ଝିଅକୁ ମୋର ମାରିଦେଲେ। ବୁଢା…