Assam Train Accident : ଆସାମରେ ବଡ଼ ଟ୍ରେନ୍ ଦୁର୍ଘଟଣା ! ଲାଇନଚ୍ୟୁତ ହେଲା କୋଲକାତା–ସାଇରାଙ୍ଗ ଏକ୍ସପ୍ରେସ୍

ଆସାମରେ ବଡ଼ଧରଣର ରେଳ ଦୁର୍ଘଟଣା। ଲାଇନଚ୍ୟୁତ ହେଲା କୋଲକାତା–ସାଇରାଙ୍ଗ ଏକ୍ସପ୍ରେସ୍। ବୁଧବାର ସକାଳେ ଆସାମର ଗୁଆହାଟୀ ଉପକଣ୍ଠ ଡିଗାରୁ ରେଳ ଷ୍ଟେସନ…