ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ଏବଂ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘଙ୍କ ଦ୍ୱାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳିର କଣ୍ଟାବଣିଆ ଠାରେ ପାଳିତ ହୋଇଯାଇଛି ୮୦ ତମ ସ୍ବାଧୀନତା ଦିବସ । ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଙ୍ଘ…