ହିମାଂଶୁ ସାହୁଙ୍କ ନେତୃତ୍ବରେ ବିଜେପିରେ ଯୋଗଦେଲେ ୧୩ ସମିତିସଭ୍ୟ, ୮ ସରପଞ୍ଚ

ଧର୍ମଶାଳାରେ ‘ମିଶ୍ରଣ ପର୍ବ’ ପରେ ଆରମ୍ଭ ହୋଇଛି ୨୪ ବର୍ଷ ଧରି ନିରବଛିନ୍ନ ଭାବେ କ୍ଷମତାରେ ରହିଥିବା ବିଜେଡିର ‘ପତନ ପର୍ବ’…