ଭଦ୍ରକରୁ ଜମିଜମା ବିବାଦର କରୁଣ ଚିତ୍ର, ଭାଉଜକୁ ଗାଁ ଦାଣ୍ଡରେ ଥିବା ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଲା ଦିଅର

ଜମିବାଡ଼ି ବିବାଦକୁ ନେଇ ଭାଉଜକୁ ଖୁଣ୍ଟିରେ ବାନ୍ଧି ପିଟିଲା ଦିଅର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ…