ବାଂଲାଦେଶର ରାଜଧାନୀରେ ଭୀଷଣ ଅଗ୍ନିକାଣ୍ଡ, ରେଷ୍ଟୁରାଣ୍ଟରେ ନିଆଁ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ପଡୋଶୀ ଦେଶ ବାଂଲାଦେଶର ଢାକାରେ ହୋଇଥିବା ଅଗ୍ନିକାଣ୍ଡରେ ଅତି କମରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯିବାରୁ…