ଥମୁନି ଲୁହର ଧାର,କମୁନି ବନ୍ଧୁ-ବାନ୍ଧବଙ୍କ ଭିଡ଼, କିଏ ଭାଙ୍ଗିଲା ସୁନାସଂସାର!

ବାପାର ଫଟୋକୁ ଧରି କାନ୍ଦୁଛି କୁନି ଝିଅ । କଁଅଳ ଆଖିରେ ଲୁହ ଧାର ଧାର। ଆଜକୁ ସାତ ଦିନ ହେବ…