ଦୀପାବଳିରେ ରଙ୍ଗବେରଙ୍ଗର ବିଦ୍ୟୁତ୍ ଲାଇଟ୍କୁ ଫିକା କରିବ ମାଟିଦୀପର ସ୍ତିମିତ ଆଲୋକ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ଗାଁ ରୁ ସହର ଉତ୍ସବମୁଖର। ଘରଦ୍ୱାର ପରିଷ୍କାର…