ସ୍କ୍ରବ ଟାଇଫସ: ବରଗଡ଼ରେ କେନ୍ଦ୍ରୀୟ ଟିମ

ବରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଥମିବାର ନାଁ ନେଉନି। ପ୍ରତ୍ୟହ କିଛି ନା କିଛି ସଂକ୍ରମିତ ଚିହ୍ନଟ ହେବା ସହ…