ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ବିଡିଓଙ୍କ ନାମରେ ଅଧ୍ୟକ୍ଷା ମିଥ୍ୟା ଅଭିଯୋଗ ଦେଇଥିବା ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ କରିଛନ୍ତି ଗୋପ ବ୍ଲକର ସମସ୍ତ କର୍ମଚାରୀ ।…