ଭବାନୀପାଟଣା ରେଳଷ୍ଟେସନ ସାମିଲ ହେଲା ଅମୃତ ଭାରତ ଯୋଜନାରେ

ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ସାରା ଦେଶରେ ୫୦୮ ରେଳ ଷ୍ଟେସନର ରୂପାନ୍ତରଣ ମଧ୍ୟରେ ଓଡ଼ିଶାର ଭବାନୀପାଟଣା ରେଳଷ୍ଟେସନ ସ୍ଥାନ ପାଇଛି…