ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଖାଲକୁ ଖସି ପଡ଼ିଲା ଡିଜେ ଭ୍ୟାନ୍, ୫ ମୃତ ଅନେକ ଗୁରୁତର

ବିହାରର ଭାଗଲପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିଲ୍ଲାର ଶାହକୁଣ୍ଡ ଅଞ୍ଚଳରେ ଏକ ଡିଜେ ଭ୍ୟାନ ଏକ ଖାତରେ ଓଲଟି…