ଜଗନ୍ନାଥଙ୍କ ବତ୍ରିଶ ବେଶ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ବାଲେଶ୍ବର/ବାଲିଆପାଳ : ଜଗତର ନାଥ ଶ୍ରୀଜଗନ୍ନାଥ, ଯିଏ କି ଭାବର ଡୋରରେ ଭକତଙ୍କ ସହ ବନ୍ଧା, କାଇଁ କେତେ ଦୂରରୁ ଧାଇଁ…