ଜାମ୍ମୁ କାଶ୍ମୀର ବାରାମୁଲ୍ଲା ରାଜପଥରେ ସନ୍ଦିଗ୍ଧ ଜିନିଷ ଜବତ

ଜାମ୍ମୁ କାଶ୍ମୀର ବାରାମୁଲ୍ଲା-ହ୍ୟାଣ୍ଡୱାରା ରାଜପଥରେ ସନ୍ଦିଗ୍ଧ ଜିନିଷ ଜବତ ହୋଇଛି। ଏହାପରେ ଉକ୍ତ ମାର୍ଗରେ ଯାତାୟତ ବନ୍ଦ ରଖାଯାଇଥିଲା।ସୂଚନା ଅନୁଯାୟୀ, ଉତ୍ତର…