ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଦୁଇ ଆହତ

ଆନନ୍ଦପୁର ବନାଞ୍ଚଳର ରାମଚନ୍ଦ୍ରପୁର ନିକଟସ୍ଥ ନୂଆଗାଁ କାଜୁ ବାଦାମ ବାଡ଼ିରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଓ ଦୁଇଜଣ ଆହତ ହୋଇଛନ୍ତି…