ଏୟାର ହଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ମଦ୍ୟପ ଯାତ୍ରୀ

ବିମାନରେ ଏୟାର ହଷ୍ଟେସଙ୍କୁ ଅସଦାଚରଣ । ମଦ୍ୟପ ଯାତ୍ରୀଙ୍କୁ ବାନ୍ଧିଲା ପୋଲିସ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରୁ ଶିରିଡିକୁ…