ଆବିଦ୍ ଗ୍ରହଣ କରିପାରିଲାନି ତା’ର ନା, କ୍ଲାସରେ ପଶିଲା ମୁହଁରେ ଏସିଡ୍ ପକାଇଲା

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ତିନି ଜଣ କଲେଜ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ଧରାପଡିଛି। ମାଙ୍ଗାଲୁରୁ…