ସୂଚନା ତଡକା

ବିଜେପିକୁ ଭରସା ହରି !

ଭୁସୁଡି ଗଲାଣି ଆଇନ ବ୍ୟବସ୍ଥା …
ନିଆଁରେ ଜଳୁଛି ନାରୀ …
ଦଣ୍ତ ବିଧାନ ତ ଫୁ ହେଲାଣି ….
ବିଜେପିକୁ ଭରସା ହରି …
ଗୋଟେ ପଟେ ଏଠି ସୌମ୍ୟଶ୍ରୀ ସୌମ୍ୟଶ୍ରୀ ଚାଲି ଥିବା ବେଳେ ରଡି …

ଆଉ ଗୋଟେ ପଟେ ନିମାପଡାକୁ ନେଇ ଖୋଲିଲାଣି ପ୍ରଭାତୀଙ୍କ ଗୁମର ପେଡି …
ବିରୋଧୀ ଦଳର ଗର୍ଜନ ଶୁଭୁଛି ଲାଗିଛି ଲୋ…
ଲମ୍ବାଧାଡି …
କଂଗ୍ରେସ ବସିଛି ରାଜରାସ୍ତାରେ ବିଜେଡି ଖାଉଛି ରବର ଗୁଳି…

ବାଲେଶ୍ବର ,ନିମାପଡା ସାହାରା ତ ମାତ୍ର …

ଭିତରେ ଉଡୁଛି ରାଜନୀତି ଧୂଳି …
ନାରୀ ନିର୍ଜାତନାକୁ ସାହାରା କରି…
ବଜେଡି ହେଉଛି ନୌକା ପାରି ….