ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ

କଣ୍ଟେନର ଯୋଗେ ବେଆନ୍ ଗୋ ଚାଲାଣ ସମୟରେ ମାଡି ବସିଲା ପୋଲିସ୍ I ଘସିପୁରା ପୋଲିସ୍ ର ପେଟ୍ରୋଲିଂ ସମୟରେ କଣ୍ଟେନର ଯେଗେ ଗୋ ଚାଲାଣ ହେଉଥିବା ଗାଡିକୁ ପିଛାକରି ୨୦ ନଂ ଜାତୀୟ ରାଜପଥର ଗୋହିରା ନିକଟରେ ଗାଡିଟିକୁ ଅକାଇବାରେ ସଫଳ ହୋଇଛି ପୋଲିସ I ଡ୍ରାଇଭର ଓ ହେଲପରକୁ କାବୁ କରିବା ସମୟରେ ଅନ୍ୟ ଜଣେ ଖସି ଦୈଡି ପଳାଇଛି ଜବତ କଣ୍ଟେନରରେ ପାଖାପାଖି ୬୦ ଟି ଗୋରୁ ରହିଛନ୍ତି ଢ଼େଙ୍କାନାଳରୁ ଗୋରୁ ବୋଝେଇକରି ମୟୁରଭଞ୍ଜ ଜିଲ୍ଲାର କୈଣସିଏକ ସ୍ଥାନକୁ ଯାଉଥିବା ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି ସମସ୍ତ ଗୋରୁଙ୍କୁ ତୁରନ୍ତ ବଡବିଲ ଗୋଶାଳାକୁ ସ୍ଥାନାନ୍ତର ପାଇଁ ପୋଲିସ୍ ଉଦ୍ୟମ ଆରମ୍ଭ କରିଛି ଅନ୍ୟପଟେ ଅଟକ ଡ୍ରାଇଭର ଙ୍କୁ ପଚାରା ଉଚାରା ଚଳାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *