ପିକଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୧୧ ଆହତ

ଘଟଣାଟି ଘଟିଛି ଗଞ୍ଜାମ ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ । ୧୧ ଆହତଙ୍କ ମଧ୍ୟରୁ ୫ ଗୁରୁତର, ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ଦାନ୍ତୀଲିଙ୍ଗି ଗ୍ରାମରୁ ବଡବୋରସିଙ୍ଗିକୁ ଭୋଜି ପାଇଁ ଯିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ ଦ୍ୱାରା ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ଅନୁଯାଇ ଆହତ ମାନଙ୍କ ମଧ୍ୟରେ ପାଞ୍ଚ ଜଣ ଗୁରୁତର ଅଛନ୍ତି ।