ଶ୍ରୀହରିକୋଟାରୁ ISROର ସୂର୍ଯ୍ୟ ମିଶନ ‌ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ LIVE

ସୌର ବାୟୁ ଓ ସୌର ବାତାବରଣ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିସନ ‌ଆଦିତ୍ୟ-ଏଲ୍‌୧ ଆଜି ଉତ୍‌କ୍ଷେପଣ ହେବ।…

ବଜ୍ରାଘାତ ନେଲା ଦଶ ଗୋରୁଙ୍କ ଜୀବନ

ବଜ୍ରାଘାତରେ ଚାଲିଗଲା ୧୦ ଗାଈଙ୍କ ଜୀବନ । ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ…

‘ୱାନ୍ ନେସନ, ୱାନ ଇଲେକ୍ସନ’ ଆରମ୍ଭ ହେଲା ପ୍ରସ୍ତୁତି

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କେନ୍ଦ୍ର…

ଚୀନର ମନମୁଖୀ ମ୍ୟାପକୁ ଭାରତ ସହ ୪ ଦେଶର ବିରୋଧ

ମାନଚିତ୍ରରେ ଭାରତର ଅରୁଣାଚଳ ପ୍ରଦେଶକୁ ଦର୍ଶାଇ ବିବାଦରେ ଚୀନ,ଏବେ ଭାରତ ପରେ ଫିଲିପାଇନ୍ସ, ଭିଏତନାମ, ମାଲେସିଆ ଓ ତାଇୱାନ୍ ଚୀନକୁ ବିରୋଧ…

ଇନ୍ଦିରା ଗାନ୍ଧୀଙ୍କ ଠାରୁ ଅଟଳ ବିହାରୀ ବାଜପାୟୀଙ୍କ ପର୍ଯ୍ୟନ୍ତ, ସରକାର ମଧ୍ୟ ଅତୀତରେ ଲୋକସଭା ନିର୍ବାଚନକୁ ସମୟ ପୂର୍ବରୁ କରିସାରିଛନ୍ତି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପର୍ଯ୍ୟନ୍ତ କହିଛନ୍ତି ଯେ ମୋଦୀ ସରକାର ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ…

ଭୁବନେଶ୍ବର : ତାଳଚେର ବିଧାୟକଙ୍କ କ୍ୟାମ୍ପ ଗେଟ ଆଗରେ ବୋମା, ଘଟଣା ସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ , କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି

ଯାଜପୁର : ଯାଜପୁର ଧର୍ମଶାଳାରେ ୫ଟି ସଚିବଙ୍କ ଗସ୍ତ ନେଇ କଂଗ୍ରେସର ବିରୋଧ , କଳା ବେଲୁନ ଧରି ଗୋ ବ୍ୟାକ ନାରା ଦେଲେ କର୍ମୀ , ପ୍ରତିବାଦ ଜଣାଇଲା ବିଜେଡି

ବାଲେଶ୍ବର : ସର୍ଟସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ ,ପୋଡି ପାଉଁଶ ହୋଇଗଲା ଘର ,ବାଇକ୍ ଓ ଲକ୍ଷାଧିକ ଟଙ୍କାର ସମ୍ପତି, ଜୀବନ୍ତ ଜଳିଗଲା ଗାଇ

ଆନ୍ଧ୍ରପ୍ରଦେଶ : ଚନ୍ଦ୍ରପୃଷ୍ଠ ରୁ ଆସିଛି ପୁଣି ଏକ ନୂତନ ତଥ୍ୟ , ଅଗଷ୍ଟ ୨୬ରେ ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଆଇ.ଏଲ.ଏସ.ଏ ଦେଲା ସୂଚନା , ବିକ୍ରମ ଲ୍ୟାଣ୍ଡର ପେ ଲୋଡ ଜରିଆରେ ଆସିଲା ଗ୍ରାଫ

ନୂଆ ଦିଲ୍ଲୀ : ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ଦିଗରେ ବଡ଼ ପଦକ୍ଷେପ, ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ସରକାର ଗଠନ କଲେ କମିଟି, ଏହାର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ