ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଜାରି, ଆଉ ଦୁଇ ଦିନ କାଚିବ, ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିବ ସ୍ଥିତି

ମାଲକାନଗିରି: ୨ ଦୁର୍ଦ୍ଦାନ୍ତ ମାଓବାଦୀ ପୋଲିସ ଗୁଳିରେ ନିହତ, ଛତିଶଗଡ ଦନ୍ତେୱାଡାର ନାହାଡି ଜଙ୍ଗଲରେ ଏନକାଉଣ୍ଟର, ୨ ବନ୍ଧୁକ ସହ ବିପୁଳ ବିସ୍ଫୋରକ ଜବତ, ଜଣେ ଯବାନ ଗୁରୁତର

ଅନୁଗୁଳ: ଆଉ ଏକ ଜୀବନ ନେଲା ହାତୀ, ଆଜି ସକାଳୁ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ, ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ, ବନ୍ତଳା ଅଞ୍ଚଳରେ ବଢୁଛି ହାତୀ ଆତଙ୍କ

କୋରାପୁଟ: ଭୁଶୁଡିଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପାଚେରୀ, ଲଗାଣ ବର୍ଷା ପାଇଁ ମେଡିକାଲ କଲେଜ ପଛ ପାଚେରୀ ଭୁଶୁଡିଛି, ଏଥିରେ କେହି ହତାହତ ହୋଇନାହାନ୍ତି

କଟକ: ଗଣେଶ ପୂଜା ଚାନ୍ଦାକୁ ନେଇ ବିଡାନାସୀରେ ଛୁରାମାଡ, ୨ଜଣ ଆହତ ଏସସିବିରେ ଭର୍ତ୍ତି, ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି, ୫ ଜଣଙ୍କ ନାମରେ ହୋଇଛି ଅଭିଯୋଗ

ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୁଜଙ୍ଗ ପଥୁରିଆ ଗଡା ନିକଟରେ ଓଲଟିଲା ବସ। ବସ ର ନାମ ରାଜନ । ଦୁଇ ବସ ମଧ୍ୟରେ ଓଭରଟେକ ସମୟରେ…

ପୁଣି ଦନ୍ତା ନେଲା ଆଉ ଏକ ଜୀବନ

ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ବସଲା ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ ।…

ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ୫ ଗୁଳି ଚୋଟ ଖାଇଲା କେଣ୍ଟ

କାହିଁ କେଉଁ କାଳରୁ ମଣିଷର ପ୍ରଥମ ବନ୍ଧୁ ହେଉଛି ଚତୁଷ୍ପଦ ଶ୍ଵାନ ବା କୁକୁର … ଶିକାରଠାରୁ ଆରମ୍ଭକରି ଘର ଜଗିବା…