ନୂଆଦିଲ୍ଲୀ: ଧୂଆଁମୟ ଜାତୀୟ ରାଜଧାନୀ, ଏକ୍ୟୁଆଇ ସ୍ତରରେ ଲଗାତର ହ୍ରାସ, ଲୋକେ ଭୋଗୁଛନ୍ତି ସମସ୍ୟା, ଆସନ୍ତା ୧୦ ଯାଏଁ ସବୁ ପ୍ରାଥମିକ ସ୍କୁଲ ବନ୍ଦ, ଷଷ୍ଠରୁ ଦ୍ବାଦଶ ପିଲାଙ୍କ ହେବ ଅନଲାଇନ ପାଠପଢା, ଟ୍ବିଟରରେ ସୂଚନା ଦେଲେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶି

ଛତିଶଗଡ: ମଙ୍ଗଳବାର ଛତିଶଗଡରେ ପ୍ରଥମ ପର୍ଯ୍ଯାୟ ନିର୍ବାଚନ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର, ମାଓପ୍ରବଣ ସୁକମା ଓ ବିଜାପୁର ଜିଲ୍ଲାକୁ ଏୟାର ଲିଫ୍ଟ ହେଉଛନ୍ତି ନିର୍ବାଚନ କର୍ମଚାରୀ, ସେପଟେ ନାରାୟଣପୁର ଜିଲ୍ଲା ଉପସଭାପତିଙ୍କୁ ହତ୍ୟା, ହତ୍ୟା ପଛରେ ନକ୍ସଲଙ୍କ ହାତ ଥିବା ସୂଚନା

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡିଆଙ୍କୁ ନିଯୁକ୍ତି, ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର

ପାକିସ୍ତାନ: ପାକ୍ ଏୟାର ବେସରେ ଆତଙ୍କୀ ଆକ୍ରମଣ, ପଞ୍ଜାବ ମିଆଁୱାଲି ଏୟାର ଫୋର୍ସ କ୍ୟାମ୍ପ ଉପରେ ଆକ୍ରମଣ, ୩ ଯୁଦ୍ଧ ବିମାନ ପୋଡି ପାଉଁଶ, ସେନାର ପାଲଟା ଗୁଳିମାଡରେ ୩ ଆତଙ୍କୀ ନିହତ

ନେପାଳ: ଭୟଙ୍କର ଭୂମିକମ୍ପ, ଭୂକମ୍ପର ତୀବ୍ରତା ୬.୪ ରେକର୍ଡ, ବହୁ ଘର ଭାଙ୍ଗିବା ସହ ୧୨୯ ମୃତ, ଅନେକ ଭଗ୍ନାବଶେଷ ମଧ୍ୟରେ ରହିଥିବା ଆଶଙ୍କା, ଚାଲିଛି ଉଦ୍ଧାର କାର୍ଯ୍ୟ, ଉତ୍ତର ଭାରତରେ ଦେଖିବାକୁ ମିଳିଛି ପ୍ରଭାବ

ବାଲେଶ୍ୱର: ନିଆଁ ଲିଭାଇବାକୁ ଯାଇ ୪ ଅଗ୍ନିଶମ କର୍ମଚାରୀ ଆହତ, ଉତ୍କଳ ବାଳାଶ୍ରମ ନିକଟବର୍ତ୍ତୀ ଫାଷ୍ଟଫୁଡ ଦୋକାନରେ ଲାଗିଥିଲା ନିଆଁ, ନିଆଁକୁ ନିୟନ୍ତ୍ରଣ କରିବା ବେଳେ ଫାଟିଥିଲା ଗ୍ୟାସ ସିଲିଣ୍ଡର

ରାଉରକେଲା: ବିଶ୍ରା ଥାନା ଅଧୀନ ଆଇଟିଆଇ ନିକଟରେ ଯୁବକଙ୍କୁ ଗୁଳିମାଡ, ଗୁଳି କରିଥିବା ଦୁର୍ବୃତ୍ତଙ୍କ ମୁହାଁରେ ଥିଲା ମୁଖା, ଗୋଷ୍ଠୀ ସଂଘର୍ଷରୁ ଏପରି ହୋଇଥିବା ସୂଚନା

ହାତୀ ଉପଦ୍ରବ, ଭାଙ୍ଗିଲେ ଘର

କେନ୍ଦୁଝର ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଉପଦ୍ରବ। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ୧୮ ଟିକିଆ ହାତୀ ପଲଙ୍କ…

‘ଓପିଟିସିଏଲର ମନମାନୀରେ ବୁଡିବ ୫ଖଣ୍ଡ ପଞ୍ଚାୟତର ଚାଷ ‘

ଓପିଟିସିଏଲ ପ୍ରକଳ୍ପକୁ ନେଇ ଉତ୍ତେଜନା। ସରକାର ତଥା କମ୍ପାନୀ ସ୍ଥାନୀୟ ଲୋକଙ୍କୁ ସର୍ବସ୍ବାନ୍ତ କରିବାକୁ ମସୁଧା କରୁଥିବା ହେଉଛି ଅଭିଯୋଗ। ଜନଶୁଣାଣିରେ…

ଓଡିଶାର କାଶ୍ମୀରରେ ଇକୋ ରିଟ୍ରିଟ୍

ଶୀତ ଆସିଲେ କନ୍ଧମାଳର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାରୁ ଏଠାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଅଧିକ ସୁଦୃଢ…