ମିଜୋରାମ: ଆସନ୍ତାକାଲି ମିଜୋରାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପୋଲିଂ ପାର୍ଟି ସେମାନଙ୍କ ନିର୍ଦ୍ଧାରିତ ବୁଥ ଅଭିମୁଖେ ପ୍ରସ୍ଥାନ, ସୁରକ୍ଷା ପାଇଁ ନିଆଯାଇଛି ସମସ୍ତ ବ୍ୟବସ୍ଥା, ସୂଚନା ଦେଲେ ଏଡିସି

ବରଗଡ: ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ମାମଲା ରୁଜୁ, ସିସିଟିଭି ଫୁଟେଜ ଆଧାରରେ ମାମଲା, ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ

ଶ୍ରୀଲଙ୍କା: ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ, ସୂଚନା ଦେଲେ ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀ, ବିଶ୍ବକପରେ ଖରାପ ପ୍ରଦର୍ଶନ ପାଇଁ ଏପରି ନିଷ୍ପତ୍ତି, ମୁଖ୍ୟତଃ ଭାରତଠୁ ହାରିବା ପରେ ଭଙ୍ଗାଗଲା କ୍ରିକେଟ ବୋର୍ଡ, ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ମଧ୍ୟବର୍ତ୍ତୀକାଳୀନ ବୋର୍ଡ ଗଠିତ, ଏଥିରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନିଯୁକ୍ତି

ଭୁବନେଶ୍ବର: ପାରଦ ହ୍ରାସ ପାଇ ଶୀତ ଆରମ୍ଭ ସମ୍ଭାବନା, ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବା ଅନୁମାନ, ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଗାଜା: ଇସ୍ରାଏଲ-ହମାସ ଯୁଦ୍ଧ ଥମିବାର ମାନ ନେଉନି, ଯୁଦ୍ଧରେ ଜାତିସଂଘର ୮୮ ପ୍ରତିନିଧି ମୃତ, ଗାଜାରେ ନିୟୋଜିତ ଅବସ୍ଥାରେ ମୃତ୍ୟୁ ହୋଇଛି, ଏହି ଯୁଦ୍ଧରେ ୟୁଏନର ସର୍ବାଧିକ ପ୍ରତିନିଧିଙ୍କ ମୃତ୍ୟୁ ହେଲାଣି

ଜନ୍ମ ଦିନରେ କିଙ୍ଗ୍ କୋହଲିଙ୍କ ବିଶ୍ବ ରକର୍ଡ, ହାସଲ କଲେ ୪୯ ଦିନିକିଆ ଶତକ

କ୍ରିକେଟ ଆଉ ବିରାଟ, ପଡିଆରେ ଏ ଦୁଇଟି ଶବ୍ଦ ଅତି ପରିଚିତ । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଚାଲିଥିବା ବିରାଟ…

ଦିଲ୍ଲୀରେ ଆସନ୍ତା ୧୦ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ

ଜାତୀୟ ରାଜଧାନୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ। ସବୁଆଡେ ଭରି ରହିଛି ଧୂଳି ଓ ଧୂଆଁ। ବାୟୁର ମାନ ଏପରି ନିମ୍ନଗାମୀ…

ଦୁଇ ଜଣଙ୍କୁ ମାରି ଯନ୍ତାରେ ମଣିଷ ଖିଆ କଲରାପତରିଆ ବାଘ

ନୂଆପଡ଼ାରେ ଆତଙ୍କ ଖେଳାଇଥିବା ମଣିଷଖିଆ କଲରା ପତରିଆ ବାଘ ଯନ୍ତାରେ। ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମବନ୍ଧା ଅଞ୍ଚଳର କୋଦୋପାଲିରୁ ଧରାପଡ଼ିଛି…

କେନ୍ଦୁଝର: ଗୋରୁ ବୋଝେଇ ଗାଡି ଓଲଟି ୧୪ ଗୋରୁ ମୃତ, ବିଞ୍ଝବାହାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଗାଡି, ବହୁ ଗୋରୁ ଆହତ

ବାଲେଶ୍ବର: ନୀଳଗିରିରେ ପରିତ୍ୟକ୍ତ କନ୍ୟାଶିଶୁ ଉଦ୍ଧାର, ୬ନମ୍ବର ୱାର୍ଡ ମସଜିଦ ନିକଟରୁ ଉଦ୍ଧାର ହୋଇଛି ଶିଶୁ, ଶିଶୁର ସ୍ଥିତି ଗୁରୁତର, ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି