
ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଅର୍ନ୍ତଗତ ସର୍ଦ୍ଦାରବନ୍ଧ ପଞ୍ଚାୟତର ବଡଟିକାୟତପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ପ୍ରାୟ ୩ ଘଟିକା ସମୟ ପାଖାପାଖି ପ୍ରବଳ ବର୍ଷା ଏଵଂ ଘଡଘଡି ହୋଇଥିଲା ଏହି ସମୟରେ ବୁଧିନି ହେମ୍ବ୍ରମ୍ (୫୦) ଏଵଂ ପାନ ମାରାଣ୍ଡି (୩୫) ଙ୍କୁ ମାରିଥିଲା ବଜ୍ରାଘାତ, ଫଳରେ ପାନ ମାରାଣ୍ଡିଙ୍କ ଡାହାଣ ଗୋଡଟି ଜଳି ଯାଇଥିଲା ଏବଂ ସେ ଚେତା ଶୂନ୍ୟ ହୋଇଯାଇଥିଲା ଏବଂ ବୁଧିନୀ ସାମାନ୍ୟ ଆହତ ହୋଇଥିଲେ ଏବଂ ପାଖରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ହାତୀଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।