ଗୁରୁପୂର୍ଣ୍ଣିମାରେ ଚଳ ଚଞ୍ଚଳ ବାଲିପଡା ଅଢଙ୍ଗ ମଠ

ଗୁରୁଙ୍କ ପାଇଁ ଦିନ ଟିଏ ଗୁରୁଙ୍କୁ ସ୍ମରଣ କରିବା ସହ ପୂଜାଅର୍ଚ୍ଚନା କରାଜାଏ। ଗୁରୁପୂର୍ଣ୍ଣିମା ବା ବ୍ୟାସ ପୁର୍ଣିମା ଆଷାଢ଼ ପୁର୍ଣିମା ରେ ମହର୍ସିବ୍ୟସ ଦେବଙ୍କ ଜନ୍ମ ଦିନ ହୋଇଥିବା ବେଳେ ଆଜିକୁ ଗୁରୁପୂର୍ଣ୍ଣିମା ଭାବରେ ପାଳନ ହୋଇ ଆସୁଛି। ଏହି ବ୍ୟାସ ପୁର୍ଣିମା ଅବସର ରେ କଟକ ଜିଲ୍ଲା ମହାଙ୍ଗା ବ୍ଲକ ବାଲିପଡା ଠାରେ ଅବସ୍ତିତ ପୂରାଣ ପ୍ରସିଦ୍ଧ ମାଳିକା ବର୍ଣିତ ଅଢଙ୍ଗ ମଠ, ଚଳଚଞ୍ଚଳ ହୋଇ ଉଠିଛି ଏହି ପିଠ। ଏମିତି କି ଓଡିଶା ତଥା କଲିକତା ସମତେ ବହୁ ବାହାରୁ ଭକ୍ତ ଆସି ଏହି ଗୁରୁପୂର୍ଣ୍ଣିମା ଅବସର ର ବାବା ନିର୍ଭୟାନନ୍ଦ ମୋହାରାଜ୍ ଙ୍କୁ ପୂଜାଅର୍ଚନା କରିବା ସହିତ ପ୍ରସାଦ ସେବନ କରିଥିଲେ। ବାବା ନିର୍ଭୟାନନ୍ଦ ମୋହାରାଜ୍ ଏହି ଗୁରୁପୂର୍ଣ୍ଣିମା ରେ ସାମ୍ବାଦିକ ଉତ୍ତମ ପ୍ରସାଦ ରାଉତ, ସାମ୍ବାଦିକ ସତ୍ୟବ୍ରତ ବାରିକ୍,ସାମ୍ବାଦିକ୍ ରମେଶ ମହାନ୍ତି,ସାମ୍ବାଦିକ ବିଜୟ କୁଅଁର ଆଦି ପ୍ରମୁଖ ସାମ୍ବାଦିକ ମାନକୁ ବିଶ୍ୱରୂପା ପୁସ୍ତକ ସହିତ ଉତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ମଠ ଖାଲି ଗୁରୁପୂର୍ଣ୍ଣିମା ନୁଏ ଏମିତି କି ଦଶହରା ରେ ମା ଦୁର୍ଗା ଧରାପ୍ରୁଷ୍ଟ କୁ ଆସି ଏହି ମଠ ରେ ପୂଜା ପାଇବା ସହ ଭକ୍ତ ମାନକୁ ଦର୍ଶନ ଦେଇଥାନ୍ତି ସେଇ ଭଳି ପବିତ୍ର ଦୀପାବଳି ବା କାଳି ପୂଜା ରେ ମା କାଳୀ ଏହି ପିଠ ରେ ପୂଜାପାଇଥାନ୍ତି ଏହି ପୂଜା ରେ ବାବା ନିର୍ଭୟାନନ୍ଦ ମହାରାଜ୍ ଙ୍କ ଅବଦାନ ବି ଯଥେଷ୍ଟ ରହିଥାଏ ଯୋଉଥି ପାଇଁ ଚଳ ଚଞ୍ଚଳ ହୋଇ ଉଠେ ଏହି ପିଠ ।

Leave a Reply

Your email address will not be published. Required fields are marked *