ସମ୍ଭାବ୍ୟ ବାତ୍ୟା ମିଚାଉଁ ପାଇଁ ପୂର୍ବତଟ ରେଳପଥର ୫୪ ଟ୍ରେନ୍ ବାତିଲ୍

Michaung, cyclone alert, east cost railway, cancelled trains, train cancelled, odisha

ସମ୍ଭାବ୍ୟ ବାତ୍ୟା ମିଚାଉଁ (Michaung) ପାଇଁ ପୂର୍ବ ତଟରୁ ବାହାରୁଥିବା ୧୨ ଓ ପୂର୍ବ ତଟ ଦେଇ ଯାଉଥିବା ୪୨ ଟି ଟ୍ରେନ ବାତିଲ କରାଯାଇଛି । ସମୁଦାୟ ୫୪ ଟି ଟ୍ରେନ ଡିସେମ୍ବର ୨ ରୁ ୭ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବାତିଲ ହୋଇଛି । ଏଥିପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ ଚଳାଚଳ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

ଆଇଏମଡି ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଡିପ୍ରେସନ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏକ ଗଭୀର ଡିପ୍ରେସନରେ ପରିଣତ ହେବ ଏବଂ ଡିସେମ୍ବର ୩ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ରେ ପରିଣତ ହେବ । ବର୍ତ୍ତମାନ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ମିଚାଉଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ପଡୁଚେରୀରୁ ୬୩୦ କିମି ପୂର୍ବ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହେବାପରେ ଗତ ୬ଘଣ୍ଟା ଧରି ୧୮କିମି ବେଗରେ ଗତି କରୁଛି ଡିପ୍ରେସନ୍ ।

ବାତିଲ ତାଲିକାରେ ହାଓଡ଼ା-ଚେନ୍ନାଇ-ଏକ୍ସପ୍ରେସ (୧୨୮୩୯), ଶଲିମାର-ଚେନ୍ନାଇ କରୋମଣ୍ଡଲ ଏକ୍ସପ୍ରେସ (12841), ଭୁବନେଶ୍ୱର-ଏସଏମଭିବି ଏକ୍ସପ୍ରେସ (୧୨୮୪୫), ଧନବାଦ-ଆଲେପି-ଧାନବାଦ ଏକ୍ସପ୍ରେସ (୧୩୩୫୧) ଏବଂ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ (୨୨୮୭) ଇତ୍ୟାଦି ରହିଛି। ।

ବାତିଲ୍ ଟ୍ରେନ ତାଲିକା

1
ବାରାଉନି-କୋଏମ୍ବାଟୁର ସାପ୍ତାହିକ ସ୍ପେଶାଲ୍ ଏକ୍ସପ୍ରେସ (୦୩୩୫୭) – ଡ଼ିସେମ୍ବର ୨
କୋଏମ୍ବାଟୁର-ବାରାଉନି ସାପ୍ତାହିକ ସ୍ପେଶାଲ୍ ଏକ୍ସପ୍ରେସ (୦୩୩୫୮) – ଡ଼ିସେମ୍ବର ୬

2
ହାଓଡ଼ା-ଏସଏମଭିବି ଏକ୍ସପ୍ରେସ (12245)
ଏସଏମଭିବି – ହାଓଡ଼ା ଏକ୍ସପ୍ରେସ (12246)

3
ଧାନବାଦ-ଆଲ୍ଲାପୁଜହା ଏକ୍ସପ୍ରେସ (୧୩୩୫୧)-ଡ଼ିସେମ୍ବର ୩
ଆଲ୍ଲାପୁଜହା-ଧାନବାଦ ଏକ୍ସପ୍ରେସ (୧୩୩୫୨)-ଡ଼ିସେମ୍ବର ୪

4
12509 ଏସଏମଭିବି -ଗୁଆହାଟି ଏକ୍ସପ୍ରେସ-ଡ଼ିସେମ୍ବର ୫, ୬
12510 ଗୁଆହାଟି- ଏସଏମଭିବି ଏକ୍ସପ୍ରେସ-ଡ଼ିସେମ୍ବର ୩, ୪

5
12659 ନଗରକୋଇଲ -ଶାଲିମର ଏକ୍ସପ୍ରେସ-ଡିସେମ୍ବର ୩
12660 ଶାଲିମାର-ନଗରକୋଇଲ ଏକ୍ସପ୍ରେସ-ଡିସେମ୍ବର ୬

6
12835 ହଟିଆ-ଏସଏମଭିବି ଏକ୍ସପ୍ରେସ-ଡିସେମ୍ବର ୩
12836 ଏସଏମଭିବି-ହଟିଆ ଏକ୍ସପ୍ରେସ-ଡିସେମ୍ବର ୫

7
12839 ହାଓଡ଼ା-ଚେନ୍ନାଇ ଏକ୍ସପ୍ରେସ-ଡିସେମ୍ବର ୪
12840 ଚେନ୍ନାଇ-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୪, ୫, ୬

8
12841 ଶାଲିମାର-ଚେନ୍ନାଇ କାରମଣ୍ଡଳ ଏକ୍ସପ୍ରେସ-ଡିସେମ୍ବର ୪, ୮
12842 ଚେନ୍ନାଇ-ଶାଲିମର କରୋମାଣ୍ଡାଲ ଏକ୍ସପ୍ରେସ-ଡିସେମ୍ବର ୪, ୫, ୬

9
12845 ଭୁବନେଶ୍ୱର-ଏସଏମଭିବି ଏକ୍ସପ୍ରେସ-ଡିସେମ୍ବର ୩
12846 ଏସଏମଭିବି-ଭୁବନେଶ୍ୱର ଏକ୍ସପ୍ରେସ-ଡିସେମ୍ବର ୪

10
1282 ହାଓଡ଼ା-ଏସଏମଭିବି ଏକ୍ସପ୍ରେସ -ଡିସେମ୍ବର ୨, ୩, ୪
12864 ଏସଏମଭିବି-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୪,୫, ୬

11
12867 ହାଓଡ଼ା-ପୁଡୁଚେରୀ ଏକ୍ସପ୍ରେସ-ଡିସେମ୍ବର ୩
12868 ପୁଡୁଚେରୀ-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୮

12
13351 ଧନବାଦ୍-ଆଲେପି ଏକ୍ସପ୍ରେସ-ଡିସେମ୍ବର ୩, ୪
13352 ଆଲେପି-ଧନବାଦ୍ ଏକ୍ସପ୍ରେସ-ଡିସେମ୍ବର ୬, ୭

13
15228 ମୁଜାଫରପୁର- SMVB ଏକ୍ସପ୍ରେସ-ଡିସେମ୍ବର ୪
15227 SMVB-ମୁଜାଫରପୁର ଏକ୍ସପ୍ରେସ-ଡିସେମ୍ବର ୭

14
15629 ଟାମ୍ବରମ୍-ସିଲଗଟ୍ ଟାଉନ୍ ଏକ୍ସପ୍ରେସ-ଡିସେମ୍ବର ୪
15630 ସିଲଗଟ୍ ଟାଉନ୍-ତାମ୍ବରମ୍ ଏକ୍ସପ୍ରେସ୍ -ଡିସେମ୍ବର ୮

15
17488 ବିଶାଖାପାଟନମ୍-କାଦପା ତିରୁମାଲା ଏକ୍ସପ୍ରେସ-ଡିସେମ୍ବର ୩, ୪, ୫
17487 କଡାପା-ବିଶାଖାପାଟନମ୍ ତିରୁମାଲା ଏକ୍ସପ୍ରେସ-ଡିସେମ୍ବର ୪, ୫, ୬

16
18189 ଟାଟାନଗର-ଏର୍ନାକୁଲମ୍ ଏକ୍ସପ୍ରେସ-ଡିସେମ୍ବର ୩
18190 ଏର୍ନାକୁଲମ୍-ଟାଟାନଗର ଏକ୍ସପ୍ରେସ-ଡିସେମ୍ବର ୫

17
18637 ହତୀଆ-SMVB ଏକ୍ସପ୍ରେସ-ଡିସେମ୍ବର ୨
18638 SMVB-ହତୀଆ ଏକ୍ସପ୍ରେସ-ଡିସେମ୍ବର ୫

18
22503 କନ୍ୟାକୁମାରୀ-ଦିବୃଗଡ ବିବେକ ଏକ୍ସପ୍ରେସ୍-ଡିସେମ୍ବର ୬, ୭
22504 ଦିବୃଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ-ଡିସେମ୍ବର ୨, ୩

19
22603 ଖରଗପୁର-ଭିଲୁପୁରମ୍ ଏକ୍ସପ୍ରେସ-ଡିସେମ୍ବର ୭
22604 ଭିଲୁପୁରମ୍-ଖରଗପୁର ଏକ୍ସପ୍ରେସ-ଡିସେମ୍ବର ୫

20
22643 ଏର୍ନାକୁଲମ୍-ପାଟନା ଏକ୍ସପ୍ରେସ-ଡିସେମ୍ବର ୪
22644 ପାଟନା-ଏର୍ନାକୁଲମ୍ ଏକ୍ସପ୍ରେସ୍-ଡିସେମ୍ବର ୭

21
22707 ବିଶାଖାପାଟନମ୍-ତିରୁପତି ଏକ୍ସପ୍ରେସ୍-ଡିସେମ୍ବର ୨
22708 ତିରୁପତି-ବିଶାଖାପାଟନମ୍ ଏକ୍ସପ୍ରେସ୍-ଡିସେମ୍ବର ୩

22
22837 ହଟିଆ-ଏର୍ନାକୁଲମ୍ ଏକ୍ସପ୍ରେସ୍-ଡିସେମ୍ବର ୪
22838 ଏର୍ନାକୁଲମ୍-ହଟିଆ ଏକ୍ସପ୍ରେସ୍-ଡିସେମ୍ବର ୬

23
22841 ସାନ୍ତ୍ରାଗାଚି-ଟାମ୍ବ୍ରାମ ଏକ୍ସପ୍ରେସ-ଡିସେମ୍ବର ୪
22842 ଟାମ୍ବ୍ରାମ-ସାନ୍ତ୍ରାଗାଚି ଏକ୍ସପ୍ରେସ-ଡିସେମ୍ବର ୬

24
22855 ସାନ୍ତ୍ରାଗାଚି-ତିରୁପତି ଏକ୍ସପ୍ରେସ-ଡିସେମ୍ବର ୩
22856 ତିରୁପତି-ସାନ୍ତ୍ରାଗାଚି ଏକ୍ସପ୍ରେସ-ଡିସେମ୍ବର ୪

25
22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ-ଡିସେମ୍ବର ୩
22860 ଚେନ୍ନାଇ-ପୁରୀ ଏକ୍ସପ୍ରେସ-ଡିସେମ୍ବର ୪

26
22863 ହାଓଡ଼ା-ଏସଏମଭିବି ଏକ୍ସପ୍ରେସ-ଡିସେମ୍ବର ୪
22864 ଏସଏମଭିବି-ହାଓଡ଼ା ଏକ୍ସପ୍ରେସ-ଡିସେମ୍ବର ୬

27
22869 ବିଶାଖାପାଟନମ୍-ଚେନ୍ନାଇ ଏକ୍ସପ୍ରେସ-ଡିସେମ୍ବର ୪
22870 ଚେନ୍ନାଇ-ବିଶାଖାପାଟନମ୍ ଏକ୍ସପ୍ରେସ୍ -ଡିସେମ୍ବର ୫

28
22871 ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ-ଡିସେମ୍ବର ୩
22872 ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ-ଡିସେମ୍ବର ୪

Leave a Reply

Your email address will not be published. Required fields are marked *