CRPF ଯବାନଙ୍କ ଆତ୍ମହତ୍ୟା ! …କାରଣ ଖୋଜୁଛି ପୋଲିସ

ଡ୍ୟୁଟିରେ ଥିବା ବେଳେ ଅଘଟଣ । ନିଜ ବନ୍ଧୁକରୁ ଗୁଳି କରି (firing his gun)ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା (committed suicide)ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ଆତ୍ମହତ୍ୟା କରିଥିବା ସିଆରପିଏଫ୍ ଯବାନ ପଶ୍ଚିମବଙ୍ଗର ପ୍ରସନ୍ନଜିତ ପାଳ । ସେ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଡ୍ୟୁଟି କରୁଥିଲେ । ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର (security tower)ଉପରେ ରହିଥିଲା । ତେବେ ଏହି ସମୟରେ ସେ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଘଟଣାର ପ୍ରକୃତ କାରଣ (actual cause)ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ (investigation) ଜାରି ରହିଛି ।

Leave a Reply

Your email address will not be published. Required fields are marked *