
()ଜୁନିୟର ଚାମ୍ବର୍ସ ଇଣ୍ଟର୍ନେସନାଲ (ଜେସିଆଇ) ପକ୍ଷରୁ ତାଳଚେର ଠାରେ ଗଣତନ୍ତ୍ର ଉତ୍ସବ ପାଳନ ଅବସରରେ ରେମୁଆଁ ସ୍ଥିତ ଶ୍ରୀ ଶଙ୍କର ପ୍ରିମିଶେଷରେ ଅନୁଷ୍ଠାନ ପକ୍ଷରୁ ଜାତୀୟ ଯୋନ ପୂର୍ବତନ ସଭାପତି ଆଶିଷ ଅଗ୍ରୱାଲ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ବେଳେ ,ତାଳଚେର ଶାଖା ସଭାପତି କୁଶଲ ଅଗ୍ରୱାଲ ଜାତୀୟ ପତକା ଉତ୍ତୋଳନ କରିଥିଲେ ।ଏବଂ ଦେଶ ବର୍ତମାନ ବିକାଶ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ଏଥିରେ ସମସ୍ତଙ୍କୁ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।ସେହିପରି ଅନୁଷ୍ଠାନର ଲିଗାଲ ଉପଦେଷ୍ଟା ଡ଼ଃ ରଶ୍ମିରଞ୍ଜନ ମିଶ୍ର ,,ସମ୍ବିଧାନର ମୌଳିକ ଅଧିକାର ଓ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ।ତେବେ ଏହିପରିପେକ୍ଷି ରେ ସୂଚନା ଟି ଭି ରିପୋର୍ଟେ ଜରିଆରେ ତଥା ସମ୍ବାଦିକ କ୍ଷେତ୍ରରେ ସମାଜ ସଂସ୍କାର ଉପରେ ନିଜର ଲେଖା ମାଧ୍ୟମରେ ପରିଚୟ ସୃଷ୍ଟି କରିଥିବା ସମ୍ବାଦିକ ତପନ ମହାରଣାଙ୍କୁ ସାଇଲେଣ୍ଟ ୱାର୍କର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ଏ ଅଞ୍ଚଳର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କାର୍ତ୍ତ୍ୟବକୁ ସୁଚାରୁ ରୂପେ ତୁଲାଉଥିବା ଦୁଇଜଣ ବିଦ୍ୟୁତ କର୍ମଚାରୀ ଅଙ୍ଗଦ ସାହୁ ଓ ବିଜୟ ବେହେରାଙ୍କୁ ମଧ୍ୟ ସାଇଲେଣ୍ଟ ୱାର୍କର ଭାବେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ତାଳଚେରରେ ପ୍ରବଳ ଘନ କୁହୁଡି ସତ୍ବେ ଏହି କାର୍ଯ୍ୟକ୍ରମରେ ଜେ ସି ଆଇ ଅନୁଷ୍ଠାନର ବହୁ ବରିଷ୍ଟ ସଦସ୍ୟ ସଦସ୍ୟା ମାନେ ସାମିଲ ହୋଇଥିଲେ ।
I don’t think the title of your article matches the content lol. Just kidding, mainly because I had some doubts after reading the article.
Can you be more specific about the content of your article? After reading it, I still have some doubts. Hope you can help me. https://accounts.binance.com/de-CH/register-person?ref=UM6SMJM3
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?