ନବରଙ୍ଗପୁର: ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା ବସ୍‌, ପିଇଟି ଶିକ୍ଷକଙ୍କ ମୃତ୍ୟୁ,୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ, ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ

ରାଜକୋଟରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ, ଟସ୍‌ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତ

ଭୁବନେଶ୍ବର: ଅଧ୍ୟାପକ ଓହ୍ଲାଇଲେ ଆନ୍ଦୋଳନକୁ, ସମାନ କାମକୁ ସମାନ ଦରମା ଦାବିରେ ଅଧ୍ୟାପକ ରାଜରାସ୍ତାରେ, ସବୁ ବିଧାୟକ ମନ୍ତ୍ରୀଙ୍କ ଘର ସମ୍ମୁଖରେ ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କ ମେଳି

ଗଜପତି: ମୋହନା ଅଡବା ଥାନା ଅଞ୍ଚଳରେ ଡବଲ ମର୍ଡର, ସ୍ବାମୀ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ସ୍ବାମୀଙ୍କ ହତ୍ୟା ଖବର ଶୁଣି ଘରକୁ ଯିବା ବାଟରେ ସ୍ତ୍ରୀଙ୍କୁ ହୋଇଥିଲା ଆକ୍ରମଣ

ଭୁବନେଶ୍ବର: ଆଜି ବି ବିଧାନସଭାରେ ହଟ୍ଟଗୋଳ, ବିରୋଧୀଙ୍କ ହୋହଲ୍ଲା ପରେ ଗୃହ ୧୨ଟା ଯାଏଁ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ସୁନ୍ଦରଗଡ: ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି କେହି କରିଛି ହତ୍ୟା, ରଘୁନାଥପାଲି ଥାନା ହେକେଟ ରୋଡ କଚରାପୁଲିଆରୁ ମୃତ ଦେହ ଠାବ, ପୋଲିସ ଘଟଣାର କରୁଛି ତଦନ୍ତ

oyunu sındırmaq mümkündürmü

oyunu sındırmaq mümkündürmü? 1win aviator oyununda necə qalib gəlmək olar? Təhsil Portalı Content Populyar Crash-Game Aviator…

ଭୁବନେଶ୍ବର: ସଚିବଙ୍କୁ ନେଇ ବିଧାନସଭାରେ ବିରୋଧୀଙ୍କ ଗର୍ଜନ, ବିଜେପି ମାଗିଲା ସଚିବଙ୍କ ଗସ୍ତ ହିସାବ, ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ସାଢେ ୧୧ ଯାଏଁ ଗୃହ ହୋଇଥିଲା ମୁଲତବୀ

ଗୁଜରାଟ: ଭୋଗବୀ ନଦୀ ପୋଲ ଭୁଶିଡି ୧୦ ମୃତ୍ୟୁ ଆଶଙ୍କା, ହଠାତ୍ ଭୁଶୁଡିଲା ପୋଲ, ପୋଲ ଦେଉ ଯାଉଥିବା ୩ ଗାଡି ଖସିଥିଲା ନଈକୁ, ଉଦ୍ଧାର କାର୍ଯ୍ୟ ଜାରି

ସୁନ୍ଦରଗଡ: ହାତୀ ଆକ୍ରମଣରେ ପୁଣି ଜଣେ ମୃତ, ବଡଗାଁ ରେଞ୍ଜ ତିମିନା ଗାଁରେ ହାତୀ ଉପଦ୍ରବ, ଶୋଇଥିବା ବେଳେ ଘର ଭାଙ୍ଗୀ ଯୁବକଙ୍କୁ କଚାଡି ମାରିଲା, ୫ ଘର ଭାଙ୍ଗିଲା, ଦନ୍ତା ଘଉଡାଇବାରେ ବନବିଭାଗ ନିୟୋଜିତ, ଗତକାଲି ଜଣେ ବୃଦ୍ଧଙ୍କ ଘର ଭାଙ୍ଗି ମାରିଥିଲା ହାତୀ