ବାଲେଶ୍ବର: ୨ ନାବାଳିକାଙ୍କ ସଲିଳ ସମାଧି, ସଦର ଥାନା ଓଡଙ୍ଗି ଗାଁର ପୋଖରୀରେ ବୁଡି ମୃତ୍ୟୁ, ଉଭୟଙ୍କ ବୟସ ୧୦ ଓ ୧୨ ବର୍ଷ

ସୁନ୍ଦରଗଡ: ମାଡି ଚାଲିଛି ସ୍କ୍ରବ ଟାଇଫସ, ଦିନକରେ ୯ ନୂଆ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୨, ଜନ ସଚେତନତାରେ ଲାଗିଛି ମେଡିକାଲ ଟିମ୍

କଟକ: ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ, ସକାଳୁ ଏକ ଲୁଗା ଦୋକାନରେ ଲାଗିଛି ନିଆଁ, ନିଆଁ ଲିଭାଇବାକୁ ୪ ଅଗ୍ନିଶମ ଗାଡି ନିୟୋଜିତ, କଳା ଧୂଆଁରେ ଅଞ୍ଚଳ ଆଚ୍ଛାଦିତ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ବାଚସ୍ପତିଙ୍କ ପୋଡିୟମକୁ ଡାଲି ମାଡ, ବିଜେପି ବିଧାୟକ ପକାଇଲେ ଡାଲି, ମୋହନ ମାଝି ଓ ମୁକେଶ ମହାଲିଙ୍ଗ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ

Online Dating in the Modern Era

The world of online dating has revolutionized the way people connect and find love. With the…

ଭୁବନେଶ୍ବର: ଧାରଣାରୁ ଉଠିଲେ ପ୍ରଦୀପ ପାଣିଗ୍ରାହୀ, ବାଚସ୍ପତିଙ୍କ ଅନୁରୋଧ ପରେ ଉଠିଲେ, ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବାରୁ ଗୃହରେ ବସିଥିଲେ ଧାରଣାରେ

କାମାକ୍ଷାନଗର: ଆଳତୁମା ରେଳଧାରଣା ନିକଟରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ମୃତଦେହ ଜେଲ ଫେରନ୍ତା ନିରଞ୍ଜନ ସାହୁର, ୬ ମାସ ତଳେ ବାହାରିଥିଲା ଜେଲରୁ, ଦୀପକ ମାହୁଁନ୍ତ ହତ୍ୟା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ

ବୌଦ୍ଧ: ତେଲ ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀ ପଲ, ସୁନାଦେଈ ଜଙ୍ଗଲରୁ ବାହାରି ନଦୀ ପାର ବେଳେ ଫସିଲେ, କଣ୍ଟାମାଳ ରେଞ୍ଜ ମାଣିକପୁର ଗାଁ ନିକଟରେ ଫସିଛନ୍ତି

ପଟ୍ଟାମୁଣ୍ଡାଇ: ଘରୋଇ ଫାଇନାନ୍ସ କର୍ମଚାରୀ ଅପହରଣ ଅଭିଯୋଗ, ତଣ୍ଟିଆପାଳ ସାମୁଦ୍ରିକ ଥାନା ବାବର ଆଇବି ଛକ ନିକଟରୁ ମିଳିଛି ବାଇକ ଓ ଚପଲ, ପରିବାର ପକ୍ଷରୁ ଥାନାରେ ଅପହରଣ ନେଇ ଅଭିଯୋଗ

ଏସୀୟ କ୍ରୀଡ଼ା ସୁଟିଂରେ ଭାରତକୁ ଆଉ ଏକ ରୌପ୍ୟ, ପୁରୁଷ ସ୍କିଟ୍‌ ଇଭେଣ୍ଟରେ ରୌପ୍ୟ ଜିତିଲେ ଅନନ୍ତ ନାରୁକା, ୫ ସ୍ୱର୍ଣ୍ଣ, ୭ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତକୁ ୨୨ ପଦକ, ୨୨ ପଦକ ସହ ତାଲିକାର ଷଷ୍ଠ ସ୍ଥାନରେ ଭାରତ