Skip to content
Tuesday, September 1, 2026
Responsive Menu
Support
English News
Odia News
Suchana TV
Search
Search
ସୂଚନା ଟିଭି
ଦେଶ-ବିଦେଶ
ରାଜ୍ୟ ଖବର
ଜିଲ୍ଲା
କେନ୍ଦ୍ରୀୟ ଓଡିଶା
କେନ୍ଦ୍ରାପଡ଼ା
ଜଗତସିଂହପୁର
ପୁରୀ
କଟକ
ଜଗତସିଂହପୁର
ନୟାଗଡ଼
ବାଲେଶ୍ୱର
ଭଦ୍ରକ
ଖୋର୍ଦ୍ଧା
ଯାଜପୁର
ମୟୂରଭଞ୍ଜ
ଉତ୍ତର ଓଡିଶା
ଅନୁଗୋଳ
ଝାରସୁଗୁଡ଼ା
କେନ୍ଦୁଝର
ଢେଙ୍କାନାଳ
ଦେବଗଡ଼
ବରଗଡ଼
ସମ୍ବଲପୁର
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ବଲାଙ୍ଗୀର
ଦକ୍ଷିଣ ଓଡିଶା
ଗଞ୍ଜାମ
କନ୍ଧମାଳ
କଳାହାଣ୍ଡି
କୋରାପୁଟ
ଗଜପତି
ନବରଙ୍ଗପୁର
ନୂଆପଡ଼ା
ବୌଦ୍ଧ
ମାଲକାନଗିରି
ରାୟଗଡ଼ା
ରାଜନୀତି
ଶିକ୍ଷା ଓ ନିଯୁକ୍ତି
ସ୍ୱାସ୍ଥ୍ୟ
କଳା ଓ ସଂସ୍କୃତି
କ୍ରୀଡା
ମନୋରଞ୍ଜନ
ଜୀବନଚର୍ଯ୍ୟା
ରାଶିଫଳ
Home
Uncategorized
Page 33
Category:
Uncategorized
Uncategorized
ଓଡିଶା: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରୀକ୍ଷଣ ଶେଷ, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ଅବଦୁଲ କଲାମ ଦ୍ୱୀପରୁ ପୂର୍ବାହ୍ନ ୯:୫୦ରେ ହେଲା ପରୀକ୍ଷଣ
Uncategorized
ନୂଆଦିଲ୍ଲୀ: ବାଣ ଫୁଟେଇବାକୁ ନେଇ ରାଜସ୍ଥାନ ସରକାରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପୂର୍ବ ନିର୍ଦ୍ଦେଶ ପାଳନ କର, ବାୟୁ ପ୍ରଦୂଷଣ ରୋକିବାକୁ ପର୍ବ ସମୟରେ ପଦକ୍ଷେପ ନିଅ, ସବୁ ରାଜ୍ୟକୁ ସମାନ ତାଗିଦ
Uncategorized
ଛତିଶଗଡ: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ଯାୟ ଭୋଟଦାନ, ମତଦାନ ବେଳେ ସୁକମା ତୋଣ୍ଡାମାରକା ସିଆରପିଏଫ କ୍ୟାମ୍ପରେ ବିସ୍ଫୋରଣ, ମାଓବାଦୀଙ୍କ ଦ୍ବାରା ଆଇଇଡି ବିସ୍ଫୋରଣ, ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଯବାନ ଆହତ
Uncategorized
ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କୁ ହତ୍ୟା, ଛୁରୀ ଭୁସି ମହିଳାଙ୍କୁ ହତ୍ୟା କରାଯାଇଛି, ଚନ୍ଦକା ଗୋଠପାଟଣାର ଏକ ଦୋକାନରେ ଅଘଟଣ, ପୋଲିସ ଘଟଣାର କରୁଛି ତଦନ୍ତ
Uncategorized
ଭୁବନେଶ୍ବର: ବିଧାନସଭାରେ ପହଞ୍ଚିଲା ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର, ପୂର୍ବତନ ବାଚସ୍ପତିଙ୍କ ଶେଷ ଦର୍ଶନ ପାଇଁ ବହୁ ନେତାଙ୍କ ଭିଡ, ଆଜି ବଡି ଭୋର ସମୟରେ ମହେଶ୍ବରଙ୍କ ପରଲୋକ, ବ୍ରେନ ଷ୍ଟ୍ରୋକରୁ ମୃତ୍ୟୁ ହୋଇଥିବା ସୂଚନା
Uncategorized
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ, ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହେଶ୍ବରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
Uncategorized
ନୂଆଦିଲ୍ଲୀ: ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ, ଏନସିଆର ସମେତ ଆଖପାଖ ଅଞ୍ଚଳରେ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରେକର୍ଡ, ତିନି ଦିନରେ ୨ୟ ଥର ଥରିଲା ରାଜଧାନୀ
Uncategorized
ମିଜୋରାମ: ଆସନ୍ତାକାଲି ମିଜୋରାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପୋଲିଂ ପାର୍ଟି ସେମାନଙ୍କ ନିର୍ଦ୍ଧାରିତ ବୁଥ ଅଭିମୁଖେ ପ୍ରସ୍ଥାନ, ସୁରକ୍ଷା ପାଇଁ ନିଆଯାଇଛି ସମସ୍ତ ବ୍ୟବସ୍ଥା, ସୂଚନା ଦେଲେ ଏଡିସି
Uncategorized
ବରଗଡ: ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ମାମଲା ରୁଜୁ, ସିସିଟିଭି ଫୁଟେଜ ଆଧାରରେ ମାମଲା, ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ
Uncategorized
ଶ୍ରୀଲଙ୍କା: ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ, ସୂଚନା ଦେଲେ ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀ, ବିଶ୍ବକପରେ ଖରାପ ପ୍ରଦର୍ଶନ ପାଇଁ ଏପରି ନିଷ୍ପତ୍ତି, ମୁଖ୍ୟତଃ ଭାରତଠୁ ହାରିବା ପରେ ଭଙ୍ଗାଗଲା କ୍ରିକେଟ ବୋର୍ଡ, ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ମଧ୍ୟବର୍ତ୍ତୀକାଳୀନ ବୋର୍ଡ ଗଠିତ, ଏଥିରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନିଯୁକ୍ତି
Posts pagination
Previous
1
…
32
33
34
…
215
Next