ପାରାଦୀପ: ନିଆଁ ଲାଗି ଜଳିଗଲା ବାଣ ଦୋକାନ, ଲକ୍ ଥାନା ନୂଆଗଡ ଛକରେ ଅଘଟଣ, ବହୁ ପରିମାଣର ବାଣ ନଷ୍ଟ, ଆଜି ଭୋର ସମୟରେ ଲାଗିଥିଲା ନିଆଁ, ସ୍ଥାନୀୟ ଲୋକଙ୍କ ଦ୍ବାରା ନିଆଁ ଆୟତ୍ତ

କଟକ: ଗାଧୋଇବା ବେଳେ ଅଘଟଣ, ନରାଜ କୈବର୍ତ୍ତସାହି ଘାଟରେ ପୁଅ ବୁଡିଗଲା, ପୁଅକୁ ଉଦ୍ଧାର କରି ଯାଇ ବାପା ଗୁରୁତର, ମେଡିକାଲରେ ଭର୍ତ୍ତି

1xbet Promo Code 2023

1xbet Promo Code 2023 Great efficiency, stunning design and many features make it the most effective…

1xbet Login And Registration

1xbet Login And Registration 1xbet’s website and mobile app feature a visually appealing and easy-to-navigate layout.…

ଓଡିଶା ପାଇବାକୁ ଯାଉଛି ପ୍ରଥମ ମହିଳା ଡିଜିପି!

ରାଜ୍ୟ ପୁଲିସର ପରବର୍ତ୍ତୀ ମୁଖିଆ ହେବେ ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା । ଓଡ଼ିଶାକୁ ପ୍ରଥମଥର ପାଇଁ ମିଳିବେ ଜଣେ ମହିଳା…

ଭୁବନେଶ୍ବର: ଓଡିଶାକୁ ଆଉ ଏକ ବଡ ବର୍ଷା ସମ୍ଭାବନା, ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ୧୫ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ଆଶଙ୍କା

ବାଙ୍କୀ: ହାତୀ ଉପଦ୍ରବରେ ତାତିଲେ ଲୋକେ, ପାଥପୁର ଗ୍ରାମବାସୀଙ୍କ ଦ୍ବାରା ଫରେଷ୍ଟ ଗାର୍ଡ ଅଟକ, ସର୍ଭେ ପାଇଁ ଆସିଥିଲେ ବନ କର୍ମଚାରୀ, ୩ ଦିନ ହେଲା ହାତୀ ଉପଦ୍ରବରେ ଲୋକେ ଅତିଷ୍ଟ

କଳାହାଣ୍ଡି: ଏମ ରାମପୁର ଫରେଷ୍ଟ ରେଞ୍ଜରେ ହାତୀ ଆକ୍ରମଣ, ଉର୍ଲାଦନୀ ସୁରେଙ୍ଗପଦର ଜଣେ ମହିଳାଙ୍କ ମୃତ୍ୟୁ, ନାଳକୁ ପାଣି ପାଇଁ ଯାଇଥିବା ବେଳେ ପଡିଲେ ହାତୀ ହାବୁଡରେ, ମହିଳାଙ୍କୁ ଦଳି ମାରିଥିଲା ହାତୀ

ପଶ୍ଚିମବଙ୍ଗ: ଖଡଗପୁର ବସ ଅଗ୍ନିକାଣ୍ଡ ଘଟଣାରେ ଜଣେ ମୃତ, ମୃତକ ହେଲେ କେନ୍ଦ୍ରାପଡାର ପୁଷ୍ପାଞ୍ଜଳି, ଅନ୍ୟମାନଙ୍କୁ ସୁରକ୍ଷିତ ବସରୁ ବାହାର କରି ନିଜେ ଜଳିଗଲେ, ଗତକାଲି ରାତିରେ କୋଲକାତାରୁ ଆସୁଥିବା ବସରେ ଲାଗିଥିଲା ନିଆଁ

କୋରାପୁଟ: ନାରାୟଣପାଟଣା ଥାନା ଅଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ ଶିଶୁ କନ୍ୟା ଉଦ୍ଧାର, ପଲିଥିନରେ ଗୁଡା ଶିଶୁକୁ ଗାରିଆଘାଟ ନିକଟରୁ ଉଦ୍ଧାର, ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି, ଏବେ ଶିଶୁର ଅବସ୍ଥା ଭଲ ଥିବା ସୂଚନା