ଭୁବନେଶ୍ବର: ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ, ସାଲୁଗା ପ୍ରଧାନ ଦାଖଲ କଲେ ନାମାଙ୍କନ ପତ୍ର, ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ମଙ୍ଗଳବାରଠୁ ବିଧାନସଭାର ଶୀତ ଅଧିବେଶନ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ,ଦୁଇ ବିରୋଧୀଙ୍କ ସହଯୋଗ ଲୋଡିବେ ବାଚସ୍ପତି, ଚଳିତ ଅଧିବେଶନରେ ରହିବ ୩୦ କାର୍ଯ୍ୟଦିବସ

ମୟୂରଭଞ୍ଜ: ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ବାୟୁସେନା ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ବାରିପଦାରେ, ସାନ୍ତାଳି ଲେଖକ ସଂଗଠନର ବାର୍ଷିକ ଉତ୍ସବରେ ଦେଲେ ଯୋଗ

ନୟାଗଡ: ଦଶପଲ୍ଲାରୁ ବାଘ ଛାଲ ବେପାରୀ ଗିରଫ, ଦୁଇ ବେପାରୀଙ୍କୁ ଗିରଫ କଲା ଏସଟିଏଫ, ୧୦ ଲକ୍ଷ ଟଙ୍କାରେ ଡିଲ ବେଳେ ଧରିଲା ଏସଟିଏଫ, ଦୁଇଟି ଛାଲ କଲରାପତରିଆ ବାଘର ହୋଇଥିବା ସୂଚନା

Timeline for bride preparing

We are aware that organizing chinese girls a wedding may be frustrating at first, but breaking…

Mostbet Azerbaycan ᐈ Onlayn casino oynayın Mostbet AZ sayt

Mostbet Azerbaycan ᐈ Onlayn casino oynayın Mostbet AZ sayti Mostbet AZ-90 kazino azerbaycan Ən yaxşı bukmeyker…

ଭୁବନେଶ୍ବର: ପୋଲିସ ଡିଜି ସୁନିଲ ବଂଶଲଙ୍କ ଅବସର ଆବେଦନ ମଞ୍ଜୁର, ରାଜ୍ୟ ସରକାରଙ୍କ ଦ୍ବାରା ମିଳିଲା ଅନୁମତି, ଅବସର ଅନୁମତି ନେଇ ଗୃହ ବିଭାଗର ବିଜ୍ଞପ୍ତି, ଆସନ୍ତା ଡିସେମ୍ବର ୩୧ରେ ଅବସର ନେବାକୁ ହୋଇଥିଲା ଆବେଦନ

ବାଲେଶ୍ବର:ଖନ୍ତାପଡାରେ ଲୁଟ, ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନାଗହଣା ଲୁଟିନେଲେ

ଗୁଜରାଟ: ଆସନ୍ତା କାଲି ବିଶ୍ବକପ କ୍ରିକେଟ୍ ଫାଇନାଲ ମ୍ୟାଚ୍, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଖେଳ, ଖେଳ ପୂର୍ବରୁ ସୂର୍ଯ୍ୟକିରଣ ଏରୋବଟିକ ଟିମ କରିବ ଏୟାର ସୋ

ବଲାଙ୍ଗୀର: କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ, ସକାଳ ୬ରୁ କୋଶଳ ସେନା ପକ୍ଷରୁ ପିକେଟିଂ, ୧୧ ଜିଲ୍ଲା ବନ୍ଦରେ ସାମିଲ, ଜରୁରୀ ସେବା, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀଙ୍କୁ ବନ୍ଦରୁ ବାଦ, ବନ୍ଦରେ ସମ୍ବଲପୁର ହୋଇନି ସାମିଲ