Suchana TV
Support
English News
Odia News
Category:
Uncategorized
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା,୧୯ରୁ ୨୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆକଳନ, ସୂଚନା ଦେଲା ପାଣିପାଗ ବିଭାଗ
ଯାଜପୁର: ଭୁଶୁଡିଲା କୁଆଖିଆ ରସୁଲପୁର ପୋଲ, ଯାତାୟାତ ବ୍ୟାହତ, ୨୦୦୮ରେ ନିର୍ମାଣ ହୋଇଥିଲା ପୋଲ,
କେରଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକ, ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ, ଦୁଇ ଥର କେରଳ ମୁଖ୍ୟମନ୍ତ୍ରୀ ଥିଲେ ଚାଣ୍ଡି
କର୍ଣ୍ଣାଟକ: ବିଜେପି ବିରୋଧରେ ଏକାଠି ହେଲେ ବିରୋଧୀ, ବେଙ୍ଗାଲୁରୁରେ ବିରୋଧୀ ଏକତା ମେଣ୍ଟର ବୈଠକ ଆରମ୍ଭ
ଉତ୍ତରାଖଣ୍ଡ: ହରିଦ୍ୱାର ନିକଟରେ ବିପଦ ସଙ୍କେତ ଛୁଇଁଲା ଗଙ୍ଗା, ଭୀମଗୌଡା ବନ୍ଧର ଗେଟ କ୍ଷତିଗ୍ରସ୍ତ
ମହାରାଷ୍ଟ୍ର: ଅଜିତ ପାୱାରଙ୍କ ସହ ସାକ୍ଷାତ ପରେ ସରଦ ପାୱାରଙ୍କ ବୟାନ, ଏନସିପି କରିବନି ବିଜେପିକୁ ସମର୍ଥନ, ସେପଟେ ବେଙ୍ଗାଲୁରୁ ବିରୋଧୀ ବୈଠକରେ ସାମିଲ ହେଲାନି ଏନସିପି
ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ବୈଠକ, ଡ୍ରଗ୍ସ ଚାଲାଣ ଓ ଦେଶ ସୁରକ୍ଷାକୁ ନେଇ ଆଲୋଚନା, ଦେଶବ୍ୟାପୀ ୧,୪୪,୦୦୦ କିଲୋ ଡ୍ରାଗ୍ସ କରାଯିବ ନଷ୍ଟ
ଭଦ୍ରକ: ଜମି ବିବାଦରୁ ଗଣ୍ଡଗୋଳ, ତିହିଡି ଥାନା ଗୁଆମାଳ ପଞ୍ଚାୟତ ମୂଢସାହିରେ ହାତାହାତି, ୧୩ ଆହତ, ଗାଁରେ ପୋଲିସ ମୁତୟନ
ବ୍ରହ୍ମପୁର: ଦିଗପହଣ୍ଡି ପୋଲିସ ଦ୍ୱାରା ନକଲି ଡାକ୍ତର ଗିରଫ, ଏମ୍ସ ଡାକ୍ତର କହି ଫାର୍ମାସିଷ୍ଟଙ୍କ ଜରିଆରେ କରୁଥିଲେ ଚିକିତ୍ସା
ଭୁବନେଶ୍ୱର: ରାଜଧାନୀରେ ସ୍କୁଲ ମିଶ୍ରଣକୁ ବିରୋଧ, ୟୁନିଟ-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲା, ସ୍କୁଲ ଆଗରେ ଛାତ୍ରୀ ଓ ଅଭିଭାବକଙ୍କ ଧାରଣା
←
Previous Page
1
…
111
112
113
114
115
…
213
Next Page
→