ବାନ୍ଧବୀ କଲା ବିଶ୍ୱାସଘାତକତା । ଯାହା ଉପରେ ଅଧିକ ବିଶ୍ବାସ ଥିଲା ,ସିଏ ହିଁ ଦେଲା ବିଶ୍ବାସରେ ବିଷ। ଶାଢୀ ପିନ୍ଧାଇ…
Category: ଯାଜପୁର
ଦଶରଥପୁରର ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ
ଯାଜପୁର ଦଶରଥପୁର ବ୍ଳକ ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ। ଦତ୍ତପୁର ଦେଇ ପ୍ରବାହିତ ବୈତରଣୀ ନଦୀବନ୍ଧ ଧସି ଅତଡା ଖସିବା ନେଇ…
ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା ଘୋଟାଲା, ଠିକାଦାର ଦେଖାଉଛନ୍ତି ନାଲିଆଖି
ପ୍ରଥମାଖଣ୍ଡି – ବନ୍ଧଡିହ ରାସ୍ତା କାମରେ ମହା । କୁମ୍ଭକର୍ଣ୍ଣ ନିଦରେ ପ୍ରଶାସନ। କୋଟି କୋଟି ଟଙ୍କା ଗିଳି ଠିକାଦାର ମାଲେମାଲ।…
ଐଶ୍ୱରୀୟ ଶକ୍ତି ନା ପ୍ରକୃତିର ବିସ୍ମୟ ! 100 ବର୍ଷର ବେଲ ଗଛରେ ନାହିଁ ଗୋଟିଏ କଣ୍ଟା
ବେଲଗଛ । ଦେବ ଦେବ ମହାଦେବଙ୍କର ଅତି ପ୍ରିୟ ଆଉ ସନାତନ ଧର୍ମର ପୂଜ୍ୟ ପବିତ୍ର ବେଲଗଛ । ଓୌଷଧିୟ ଗୁଣ…
ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତି ବୈଠକ
ଯାଜପୁର ଶାନ୍ତି ମଣ୍ଡପରେ ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର ଆବାହକ ସନ୍ତୋଷ…
ପୋଲକୁ ପୂରିନି ୧୫ ବର୍ଷ, ଭୁଷୁଡି ଧୂଳିସାତ
ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ ଏକ ପୋଲ ଭୁଷୁଡି ପଡିବା ଦ୍ବାରା ଯାତାୟତ ବାଧାପ୍ରାପ୍ତ ହୋଇଛି…
ଭୁଶୁଡିଲା ପୋଲ,ଯାତାୟତ ବାଧାପ୍ରାପ୍ତ
ଧସିଲା ପୋଲ , ଯାତାୟତ ବାଧାପ୍ରାପ୍ତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରସୁଲପୁର ବ୍ଲକ ନିକଟରେ।…
ବିଜେଡ଼ି ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ
କେନ୍ଦ୍ର ସରକାରଙ୍କ କୃଷି ଓ କୃଷକଙ୍କ ପ୍ରତି ବୈମାତୃକ ମନୋଭାବକୁ ନେଇ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଦଶରଥପୁର…
ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ପ୍ରତି ବ୍ଲକରେ ହେବ ଗୋଟିଏ ଗୋଟିଏ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ କେନ୍ଦ୍ର
ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତି ବ୍ଲକରେ ଆରମ୍ଭ ହୋଇଛି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ…