କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

ବାଲେଶ୍ୱର ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂ ତଳୁ ଜଣେ ଡାକ୍ତରୀ ଛାତ୍ର (Medical Student)ଙ୍କ ମୃତଦେହ ଉଦ୍ଧାର ହୋଇଛି ।…