ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

ପାରିବାରିକ କଳହର କରୁଣ ପରିଣତି । କେହି କିଛି ବୁଝିବା ଅ।ଗରୁ ମଉସାର ଛୁରାମାଡାରେ ଅ।ଖିବୁଜିଲା ପୁତୁରା । ଏଭଳି ଅଭାବନୀୟ…

ବାଲେଶ୍ଵରରୁ ପୁଣି ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ବୁଲେଟ ଜବତ

ବାଲେଶ୍ଵରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଖନ୍ତାପଡା ଥାନା ବାହାନାଗା ବଜାର ନିକଟରୁ ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ…

ବନ୍ୟ ବିଭାଗର ସର୍ଚ୍ଚ ଅପରେସନରେ ବନ୍ଧା ହେଲେ ଶିକାରୀ ବାପଝିଅ

ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଧରା ପଡିଲେ ବାପ ଝିଅ । ବହୁ ସାମଗ୍ରୀ ବ୍ୟବହାର କରୁଥିଲେ ଶିକାର ପାଇଁ…

ଦୁର୍ଦାନ୍ତ ଅପରାଧୀ ଗିରଫ

କମିଶନରେଟ ପୋଲିସ ହାତରେ ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ, ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ…

ସେଲ୍‌ଫି ଉଠାଇବା ବାହାନରେ ଜଣେ ମହିଳା ଓ ତାଙ୍କ ଦୁଇ ଛୁଆଙ୍କୁ ବ୍ରିଜ୍‌ରୁ ନଦୀକୁ ଠେଲିଦେଲେ ତାଙ୍କ ଲିଭ୍-ଇନ୍ ପାର୍ଟନର

ଜଣେ ନାବାଳିକାକୁ ତାଙ୍କ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର ବ୍ରିଜ୍‌ ଉପରୁ ଠେଲି ଦେଇଥିଲେ। ବ୍ରିଜ୍ ତଳକୁ ଖସୁଥିବା ସମୟରେ ସେ ସେଥିରେ…

ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

ଗୋଟେପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ…

ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ

ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗ୍ରାମରେ ଆଜି ସକାଳୁ ଘଟିଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି…

ପୁଣି ଥରେ ମଣିପୁରରେ ହିଂସାକାଣ୍ଡ

ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଷ୍ଣୁପୁରରେ ଉପଦ୍ରବକାରୀମାନେ ମୈତେଈ ସମ୍ପ୍ରଦାୟର ତିନିଜଣଙ୍କୁ ହତ୍ୟା କରିଛନ୍ତି । କିଛି…

ପୁରୀ ଯୁବ ବ୍ୟବସାୟୀ ହତ୍ୟା ଉଦ୍ୟମରେ,୩ ଗିରଫ

ପୁରୀର ଯୁବ ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ…

ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ…