ପୁଣି କାଶ୍ମୀରରେ ଟାର୍ଗେଟ କିଲିଂ

ଜମ୍ମୁ କାଶ୍ମୀରରୁ ପୁଣି ଥରେ ଟାର୍ଗେଟ କିଲିଂର ଏକ ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀ ପୁଣି ଥରେ ଜଣେ ସାଧାରଣ ନାଗରିକଙ୍କୁ…

ପାଲା ଗାୟିକାଙ୍କୁ ନୃଶଂସ ହତ୍ୟା

କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧୀନ ବିନିଦା ଗ୍ରାମରେ ଘଟିଛି ନାରକୀୟକାଣ୍ଡ। ଜନୈକ ମହିଳା ପାଲା ଗାୟକଙ୍କୁ କେହି ଦୁର୍ବୃତ୍ତ ନୃଶଂସ…

ପୋଲିସ ହାତରେ ଗଞ୍ଜେଇ ମାଫିଆ,ଟାର୍ଗେଟରେ ଥିଲା ରଥଯାତ୍ରା

କନ୍ଧମାଳରୁ ଆସୁଥିଲା ଗଞ୍ଜେଇ । ଗଞ୍ଜେଇ ଠୁଳ କରି ଖୁଲମ ଖୁଲା କରୁଥିଲା ବ୍ୟବସାୟ । ରଥ ଯାତ୍ରାରେ ବେପର କରିବାକୁ…

୧୦୬ କେଜିର ଗଞ୍ଜେଇ ଜବତ, ୨ ଗିରଫ

ଗୁଇନ୍ଦା ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ନୟାଗଡ ପୋଲିସ ସହାୟତାରେ ଦୁଇ ଜଣଙ୍କୁ କାବୁ କରିନେଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ…

ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ କାମୁଡି ଖାଇଲା ଯୁବକ

ଧୀରେ ଧୀରେ ମଣିଷ ଭିତରେ ମରି ଯାଉଛି ମାନବିକତା। ସରିଯାଉଛି ସମ୍ୱେଦନା। ସେଥିପାଇଁ  ମଣିଷ ପାଲଟି ଯାଉଛି ପଶୁର ହିଂସ୍ରତା ।…

ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

ଯାହା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିଥିଲା, ଆଉ ସାରା ଜୀବନ ଏକାଠି ସୁଖରେ ଘର ସଂସାର କରିବାକୁ…

ହାଇଦ୍ରାବାଦରେ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି

ଦିଲ୍ଲୀ ଶ୍ରଦ୍ଧା ୱାଲକର କେସ୍‌ ପରି ବିଭତ୍ସ ହତ୍ୟାକାଣ୍ଡ ପୁଣି ଦେଖିବାକୁ ମିଳିଛି ହାଇଦ୍ରାବାଦରେ। ଧାର ଟଙ୍କାକୁ ନେଇ ନିଜ ପ୍ରେମିକାକୁ…

ଘର ପାଖରେ ପ୍ରେମକରି ବାହା ହୋଇଥିଲା ଝିଅ, ଯୌତୁକ ପାଇଁ ସ୍ବାମୀ ମାରିଦେଇଥିବା ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟୁକାବାଦୀ ଗ୍ରାମର ତାପସ ନନ୍ଦଙ୍କ ପତ୍ନୀ ରେଖା ପରମାଣିକଙ୍କର ବାରିପଦା ପଣ୍ଡିତ ରଘୁନାଥ…

ଗ୍ୟାଙ୍ଗଷ୍ଟର ଜରନେଲ ସିଂଙ୍କୁ ଗୁଳି କରି ହତ୍ୟା

ପଞ୍ଜାବର ଅମୃତସରରେ ଆଜି ସକାଳ ୧୧:୩୦ ସମୟରେ ଘଟିଥିବା ଏକ ଗ୍ୟାଙ୍ଗଓ୍ବାରରେ ଗ୍ୟାଙ୍ଗଷ୍ଟର ଜରନେଲ ସିଂଙ୍କର ମୃତ୍ୟୁ ଘଟିଛି । ଅମୃତସର…

ରାଜଧାନୀ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ପୁଣି ରାଜଧାନୀ ରାସ୍ତାରେ ରକ୍ତର ହୋରି। କିଛିଦିନର ବ୍ୟବଧାନ ପରେ ପୁଣି  ଭୁବନେଶ୍ୱରରେ ବୁଲିଲା ଖଣ୍ଡା।  ପୂର୍ବ ବିବାଦକୁ ନେଇ ପଡୋଶୀ…