ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ମୃତଦେହ

ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ବଇଁଚୁଆ…

ଚିକେନ ଥାଳିରୁ ବାହାରିଲା ମଲା ମୂଷା

ମୁମ୍ବାଇର ଜଣେ ବ୍ୟକ୍ତି ବ୍ୟାଙ୍କରେ କାମ କରୁଥିବା ରବିବାର ରାତିରେ ଶପିଂ କରିବା ପରେ ଉପନଗର ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ…

ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୯…

ବିଶ୍ୱାସରେ ବାନ୍ଧବୀ ଦେଲା ବିଷ, ଆଉ ତା’ପରେ….

ବାନ୍ଧବୀ କଲା ବିଶ୍ୱାସଘାତକତା । ଯାହା ଉପରେ ଅଧିକ ବିଶ୍ବାସ ଥିଲା ,ସିଏ ହିଁ ଦେଲା ବିଶ୍ବାସରେ ବିଷ। ଶାଢୀ ପିନ୍ଧାଇ…

ରେଲ୍‌ୱେ ଚାକିରି ଦେବା ନାଁରେ ୩ ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର ରେଲ୍‌ୱେ ଚାକିରି କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ…

ରାଜଧାନୀରେ ବୁଲିଲା ଖଣ୍ଡା

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ…

ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

ପାରିବାରିକ କଳହର କରୁଣ ପରିଣତି । କେହି କିଛି ବୁଝିବା ଅ।ଗରୁ ମଉସାର ଛୁରାମାଡାରେ ଅ।ଖିବୁଜିଲା ପୁତୁରା । ଏଭଳି ଅଭାବନୀୟ…

ବାଲେଶ୍ଵରରୁ ପୁଣି ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ବୁଲେଟ ଜବତ

ବାଲେଶ୍ଵରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଖନ୍ତାପଡା ଥାନା ବାହାନାଗା ବଜାର ନିକଟରୁ ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ…

ବନ୍ୟ ବିଭାଗର ସର୍ଚ୍ଚ ଅପରେସନରେ ବନ୍ଧା ହେଲେ ଶିକାରୀ ବାପଝିଅ

ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଧରା ପଡିଲେ ବାପ ଝିଅ । ବହୁ ସାମଗ୍ରୀ ବ୍ୟବହାର କରୁଥିଲେ ଶିକାର ପାଇଁ…

ଦୁର୍ଦାନ୍ତ ଅପରାଧୀ ଗିରଫ

କମିଶନରେଟ ପୋଲିସ ହାତରେ ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ, ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ…