ବାଙ୍କୀ: ମହାନଦୀ ପୋଲରେ ଦୁର୍ଘଟଣା, ଯାତ୍ରୀବାହୀ ବସ ପୋଲର ବାରିକେଟରେ ଧକ୍କା, ବାରିକେଟ ଭାଙ୍ଗି ପୋଲରେ ଲଟକି ରହିଛି ବସ, ନିଗମ ନାମକ ବସ ଅନୁଗୁଳରୁ ଯାଉଥିଲା ସୁବର୍ଣ୍ଣପୁର, ସମସ୍ତ ଯାତ୍ରୀ ସୁରକ୍ଷିତ,

କେନ୍ଦୁଝର ଜିଲ୍ଲା ଚଣ୍ଡିବିରଞ୍ଚିପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନିକଟ ଚଣ୍ଡିବିରଞ୍ଚିପୁର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ମୃତ ।ସୂଚନା ଅନୁସାରେ,…

ଭୁବନେଶ୍ବର: ରେଳବାଇରେ ଚାକିରି ଦେବା ନାଁରେ ଠକେଇ, ନକଲି ଚିଠି ଦେଇ ଠକିନେଲେ ୧୩ ଲକ୍ଷ ଟଙ୍କା, ବରଗଡ ଥାନାରେ ଅଭିଯୋଗ, ଠକାମୀର ଶିକାର ମହିଳା ଓ ତାଙ୍କ ସ୍ବାମୀ ଥାନାର ଦ୍ୱାରସ୍ଥ

ଭୁବନେଶ୍ବର: ଲୋକସେବା ଭବନରେ ଅଗ୍ନିକାଣ୍ଡ, ରାଜସ୍ବ ବିଭାଗର ପ୍ରଥମ ମହଲାରେ ଲାଗିଛି ନିଆଁ, ଅଗ୍ନିଶମ ବାହିନୀ ନିଆଁ ନିୟନ୍ତ୍ରଣରେ ନିୟୋଜିତ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଆଉ ଅପରାଧି ଏବେ ରାତିର ଅନ୍ଧାରରେ ନୁହେଁ ଦିନ ଦ୍ବିପହରରେ ବେଧଡକ ଘଟାଇ…

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ,କାରଣ ଅସ୍ପଷ୍ଟ

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର ଜଳିଗଲା ଖାଦ୍ୟ ସାମଗ୍ରୀ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା…

ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୁତ ପୂର୍ବତନ ପ୍ରଧାନମନ୍ତ୍ରୀ…

ସ୍ୱଚ୍ଛ ଭାରତ ମିଶନ ତରଫରୁ ଇନ୍ଦିରା ଶିଶୁ ଉଦ୍ୟାନ ସଫେଇ

ମନୁଷ୍ୟକୁ ବଂଚିବା ପାଇଁ ହେଲେ ସଦାସର୍ବଦା ନିଜେ ସଫାସୁତରା ରହିବା ସହିତ ଆଖପାଖ ପରିବେଶକୁ ସଫା ରଖିବା ସ୍ୱାସ୍ଥ୍ୟ ପାଇଁ ହିତକାରକ…

ଜରାଶ୍ରମରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ।…

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଭଦ୍ରକ ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରବିବାର ଦିନ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ…