କେରଳ: ଏର୍ଣ୍ଣାକୁଲମ ବିସ୍ଫୋରଣରେ ଜଣେ ମୃତ, ୨୦ରୁ ଅଧିକ ଆହତ, କନଭେନସନ ସେଣ୍ଟରରେ ବିସ୍ଫୋରଣ, ବିସ୍ଫୋରଣର କାରଣ ଅସ୍ପଷ୍ଟ

ପେଭର ବ୍ଲକ ବିଛାଇ, ରଙ୍ଗ ବୋଳି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ସରକାର ବିଦ୍ୟାଳୟ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟଗୁଡିକୁ ୫ଟି ମାଧ୍ୟମରେ ରୂପାନ୍ତରିତ କରିଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି…

କେରଳ: ଏର୍ଣ୍ଣାକୁଲମ ବିସ୍ଫୋରଣରେ ଜଣେ ମୃତ, ୨୦ରୁ ଅଧିକ ଆହତ, କନଭେନସନ ସେଣ୍ଟରରେ ବିସ୍ଫୋରଣ, ବିସ୍ଫୋରଣର କାରଣ ଅସ୍ପଷ୍ଟ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀଙ୍କୁ ଗିରଫ କଲା ମହିଳା ଥାନା, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗିରଫ, ସୂଚନା ଦେଲେ ଭୁବନେଶ୍ବର ଜୋନ-୧ ଏସିପି, ଦୂତିଙ୍କ ୨ ବର୍ଷ ପୁରୁଣା ଅଭିଯୋଗ ଉପରେ ଗିରଫଦାରୀ

ଭୁବନେଶ୍ବର: ରାଜ୍ୟରେ ବଢୁଛି ଶୀତ, ୪ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ, ୧୩ ଡିଗ୍ରୀରେ ଫୁଲବାଣୀ ଓ ଜି ଉଦୟଗିରିର ତାପମାତ୍ରା, ୧୪ ଡିଗ୍ରୀରେ ଦାରିଙ୍ଗବାଡି, ୧୩.୮ରେ କୋରାପୁଟ

ନାଚିନ୍ଦା ପଂଚାୟତ କାଯ୍ୟଳୟରେ ମାଗଣା ଚିକିତ୍ସା, ୭୦ରୁ ଉର୍ଦ୍ଧ ରୋଗୀ ଉପକୃତ

ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ଶରୀର ଟିଏ ଆବଶ୍ୟକ । ଆଉ ଏହି ସୁସ୍ଥ ଶରୀର ପାଇଁ ଆଜି ନାଚିନ୍ଦା…

ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତ୍ତର , କ୍ଷତିପୂରଣ ଦାବି

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ସଦର ରେଞ୍ଜ ନେଲୁଙ୍ଗ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତ୍ତର ହୋଇଥିବା ଜଣାପଡିଛି। ଗୁରୁତର ବୃଦ୍ଧାଙ୍କୁ…

କୁମାର ପୂର୍ଣ୍ଣିମାରେ ପୂରାତନ ପରମ୍ପରା ‘କୋଠିଘର’

କୁମାରୀ ମାନଙ୍କ ବଡ ପର୍ବ ହେଉଛି କୁମାର ପୁର୍ଣ୍ଣିମା । ଆଶ୍ୱିନ ମାସର ପୁର୍ଣିମା ତିଥିରେ ପାଳନ କରାଯାଇଥାଏ ଏହି ପର୍ବ…

ନୂଆ ଫସଲ ଦେବୀଙ୍କ ଅର୍ପଣ କରିବାର ପର୍ବ “ଅଶିଣ ଯାତ୍ରା”

ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳରେ ନିଆଁରା ଅଶିଣ ପର୍ବ ପାଳିତ । ଗଜପତି ଜିଲ୍ଲା ନୂଆଁଗଡ ବ୍ଳକ ବାଙ୍ଗସିଙ୍ଗସାହି ଗ୍ରାମରେ ମହାଡମ୍ବରରେ…

ଚଳନ୍ତା ଗାଡିରେ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା କହିବା ଅସମ୍ଭବ। ଏଭଳି ଅକସ୍ମାତ ମୃତ୍ୟୁର ଅନେକ ନଜିର ରହିଛି। ସେହିଭଳି ଏକ ଘଟଣା…