ଯାଜପୁର: ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ପରଲୋକ, ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୮୬ ବର୍ଷ, ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ସେ ଜନାତ ଦଳରୁ ହୋଇଥିଲେ ବିଧାୟକ, ସେ ଥିଲେ ଅଞ୍ଚଳର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ

ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ପରେ ଗଡିଲା ପ୍ରଥମ ଟ୍ରେନ୍, ୨୪ ଘଣ୍ଟା ଭିତରେ ଲାଇନ ହେଲା କ୍ଲିୟର, ଯୁଦ୍ଧକାଳୀନ ଭିତ୍ତିରେ ଲାଇନ ଉପରୁ ଉଠିଲା ଭଗ୍ନାଂଶ, କରାଗଲା ଲାଇନ ମରାମତି

କର୍ଣ୍ଣାଟକ: ବେଙ୍ଗାଲୁରୁରେ ଭୟଙ୍କର ଅଗ୍ନିକାଣ୍ଡ, ଏକ ବସ ଡିପୋରେ ଲାଗିଲା ନିଆଁ, ନିଆଁରେ ଜଳିଗଲା ବହୁ ବସ, କଳା ଧୂଆଁରେ ଆଚ୍ଛାଦିତ ହେଲା ଆକାଶ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସମାରୋହ, ଲୋକସଭା ଭବନରେ ସମାରୋହ ଆୟୋଜନ, ସମସ୍ତ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ନିବାରଣ ପାଇଁ ଶପଥପାଠ, ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ

ନୂଆଦିଲ୍ଲୀ: ବାୟୁ ପ୍ରଦୁଷଣ ପ୍ରସଙ୍ଗ: ଶୀତ ଆକ୍ସନ ପ୍ଲାନ ଅନୁଯାୟୀ ନିଆଯାଉଛି ପଦକ୍ଷେପ, ଗତବର୍ଷ ଅକ୍ଟୋବର ୨୯ରେ ଏକ୍ୟୁଆଇ ଥିଲା ୩୯୭, ଗତକାଲି ଥିଲା ୩୨୫, ସ୍ଥିତିରେ ସୁଧାର ଆସିଥିବା କହିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ନିରାଶ, ଜାମିନ ଆବେଦନକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ, ଦିଲ୍ଲୀ ଅବକାରୀ ସ୍କାମ ମାମଲାରେ ହୋଇଥିଲା ଜାମିନ ଅପିଲ

ଆନ୍ଧ୍ରପ୍ରଦେଶ: ଟ୍ରେନ୍ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୧ ମୃତକଙ୍କ ମିଳିଲା ପରିଚୟ,ଲୋକୋ ପାଇଲଟ ଓ ଗାର୍ଡଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଓଡିଶାରୁ ନାହାନ୍ତି କେହି

ପୁରୀ: ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଜଗନ୍ନାଥ ଦର୍ଶନ, ଆଜି ଭୋରୁ ପୁରୀରେ ପହଞ୍ଚି କଲେ ଦର୍ଶନ, କାଲି ନେବେ ରାଜ୍ୟପାଳ ଭାବେ ଶପଥ

Understanding the Communication Styles in Eastern Relationships

Understanding the connection patterns of more Asian families in American communities can be essential to developing…

Avoid The Top 10 casino online Mistakes

Online Casino Play Casino Online Games at NetBet Casino UK You only need a computer with…