୬୯ ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷିତ, ଅଲ୍ଲୁ ଅର୍ଜୁନ୍ ଶ୍ରେଷ୍ଠ ଅଭିନେତା

ଘୋଷଣା ହୋଇଛି ୬୯ ତମ ଜାତୀୟ ଚଳଚିତ୍ର ପୁରସ୍କାର । ୨୦୨୨ ମସିହା ପାଇଁ ଅଲ୍ଲୁ ଅର୍ଜୁନ୍ ଶ୍ରେଷ୍ଠ ଅଭିନେତା ଓ ଆଲିୟା ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀର ଆଖ୍ୟା ପାଇଛନ୍ତି। ସେହିପରି ସର୍ଦ୍ଦାର ଉଦ୍ଦମ ଶ୍ରେଷ୍ଠ ହିନ୍ଦୀ ସିନେମା, ପ୍ରତୀକ୍ଷା ଶ୍ରେଷ୍ଠ ଓଡିଆ ସନେମା ହେବାରେ ସଫଳ ହୋଇଛି । କାଳ ଭୈରବ ଓ ଶ୍ରେୟା ଘୋଷାଲ୍ ଶ୍ରେଷ୍ଠ ଗାୟକ ଗାୟିକା ହୋଇଛନ୍ତି । ପୁଷ୍ପା ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଦେବିଶ୍ରୀ ପ୍ରସାଦ, ସିନେମା ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ୍ ଶ୍ରେଷ୍ଠ ଅଭିନେତା, ଗଙ୍ଗୁ ବାଇ କାଥିଆଓ୍ବାର୍ଡି ପାଇଁ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ,’ମିମି’ ପାଇଁ ବି କ୍ରିତୀ ସାନ୍ନନ ଶ୍ରେଷ୍ଠ ଅଭିନେତ୍ରୀ, ମରାଠି ସିନେମା ଗୋଦାବରୀ ପାଇଁ ନିଖିଳ ମହାଜନ ଶ୍ରେଷ୍ଠ ନିର୍ଦ୍ଦେଶକ, ‘ମିମି’ ପାଇଁ ପଙ୍କଜ ତ୍ରୀପାଠି ଶ୍ରେଷ୍ଠ ସହ ଅଭିନେତା, କଶ୍ମୀର୍ ଫାଇଲ୍ ପାଇଁ ପଲ୍ଲବୀ ଜୋଶୀ ଶ୍ରେଷ୍ଠ ସହ ଅଭିନେତ୍ରୀର ଆଖ୍ୟା ପାଇଛନ୍ତି।

Leave a Reply

Your email address will not be published. Required fields are marked *