ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ତରଫରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କୁ ସହାୟତା

ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ସୂଚନା ମୁତାବକ ସେପ୍ଟେମ୍ବର ମାସ ୮ ତାରିଖ ଶନିବାର ରାତି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟରୁ କଟକ ଶିଶୁଭବନ ଛାଡି ଫେରୁଥିବା ବେଳେ ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଆମ୍ବୁଲାନ୍ସ ଗାଡିଟି ଟ୍ରକ ପଛରେ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସର ସହାୟକ ହେମନ୍ତ ଆଚାର୍ଯ୍ୟ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିବା ବେଳେ ଚିକତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୁର୍ତ୍ୟୁ ଘଟିଥିଲା।

ଆଜି ରାଜ୍ୟ ଆମ୍ବୁଲାନ୍ସ ମହାସଂଘ ଓ ଜିଲ୍ଲା ମହାସଂଘ ପକ୍ଷରୁ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଶାଳ ଶୋଭାଯାତ୍ରା କରି ଉକ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମହାସଂଘ ପକ୍ଷରୁ ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ଗୁହାଳିଆ ଗ୍ରାମର ଡ୍ରାଇଭର ଗୋବର୍ଦ୍ଧନ ଜେନାଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ସେହିପରି ଆମ୍ବୁଲାନ୍ସ ସହାୟକ ଘସିପୁରା ବ୍ଲକ ବଳରାମପୁର ଗ୍ରାମର ହେମନ୍ତ ଆଚାର୍ଯ୍ୟଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ।

ଏଥିରେ ରାଜ୍ୟ କମିଟିର ସଭାପତି ସୁବୋଧ ନାଥ ଶର୍ମା, ଶ୍ରୀରାମ ଚନ୍ଦ୍ର ଆଚାର୍ଯ୍ୟ, କ୍ରୀଷ୍ଣା ଚନ୍ଦ୍ର ନାୟକ, ଶୋଭେନ୍ଦ୍ର ସାମଲ, ପ୍ରଦୀପ କୁମାର ଦାଶ, ଗୋପାଳ ଚନ୍ଦ୍ର ସାହୁ, ନୀଳାମ୍ବର ଦାସ ଏବଂ କେନ୍ଦୁଝର ଜିଲ୍ଲା କମିଟିର ସଭାପତି ବିପିନି ବିହାରୀ ମହାନ୍ତ, ଜ୍ୟୋତି ପ୍ରକାଶ ପାତ୍ର, ଧିରେନ କୁମାର ମହାନ୍ତ ଓ ଗିରିଜା ପ୍ରସାଦ ଖୁଣ୍ଟିଆଙ୍କ ସମେତ ଶତାଧିକ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ।

2 thoughts on “ରାଜ୍ୟ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ତରଫରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ କର୍ମଚାରୀଙ୍କୁ ସହାୟତା

  1. With the rise of online shopping, Zerchik has embraced e-commerce to make its high-quality mushrooms easily accessible to customers across Iraq and beyond. Through Zerchik.com, customers can conveniently place orders for fresh mushrooms, which are then delivered directly to their homes or businesses. The brand’s easy-to-navigate website offers a seamless shopping experience, allowing customers to select from a variety of fresh mushrooms and have them delivered right to their doorsteps. This modern approach to sales has made Zerchik a favorite among consumers who appreciate both convenience and quality.

  2. From concept to completion, Anabeeb IQ supports major Iraqi infrastructure projects with top-tier HDPE pipes and PVC piping systems. Our products are preferred for oil and gas pipelines, water distribution, and sewer networks due to their strength, flexibility, and chemical resistance. Using advanced butt fusion and electrofusion welding machines, we ensure tight, leak-proof joints that stand the test of time. Anabeeb IQ’s dedication to innovation and quality makes us a reliable partner for sustainable infrastructure.

Leave a Reply

Your email address will not be published. Required fields are marked *