ଅପେକ୍ଷା ମାତ୍ର ୪ ଦିନକୁ । ଆଉ ମାତ୍ର ୪ ଦିନ ପରେ ଦେଶ ପାଳିବ ତାର ୭୮ ତମ ସ୍ୱାଧୀନତା ଦିବସ।ଭାରତ ଛାତିରେ ଉଡିବ ତ୍ରିରଙ୍ଗା ପତାକା । ହାତରେ ତ୍ରିରଙ୍ଗା ମନରେ ଦେଶପ୍ରୀତି ନେଇ ସ୍ୱାଧୀନତା ଦିବସ ପାଳନ କରିବ ସାରା ଭାରତ।ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନତରଫରୁ ବୀର ସୁରେନ୍ଦ୍ରସାଏ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଏବଂଶିକ୍ଷକ ଶିକ୍ଷୟତ୍ରୀ ହର ଘର ତ୍ରିରଙ୍ଗା କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି
ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନତରଫରୁ ସ୍ଥାନୀୟ କର୍ପୋରେଟର ପ୍ରଭାସିନୀ ମହାନ୍ତି, ଯୁବ ସମାଜସେବୀ ପୁରଞ୍ଜନ ପାଢ଼ୀ, ବିଏମସି ଏସଆଇ ପୌମେନ୍ଦ୍ର ପ୍ରଧାନ, ସ୍ୱଛ ସାଥି ଗଣ, ମାତୃଶକ୍ତି ଟ୍ରଷ୍ଟର ସଦସ୍ୟଗଣ ଉପସ୍ଛିତ ଥାଲେ