ଗଜପତି: ପଥର ବ୍ଲାଷ୍ଟିଂ ବେଳେ ୨ ଶ୍ରମିକଙ୍କ ମୃତ୍ୟୁ, ଗତ ସଂଧ୍ୟାରେ ପଥର କ୍ୱାରୀରେ ବିସ୍ଫୋରଣ ବେଳେ ଅଘଟଣ, ରମ୍ଭା ନିକଟସ୍ଥ ଝାରେଡି ଗାଁର ମାମୁଁ ଭଣଜାଙ୍କ ହୋଇଛି ମୃତ୍ୟୁ

ଆନ୍ଧ୍ରପ୍ରଦେଶ: ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ଚନ୍ଦ୍ର ମିଶନକୁ ନେଇ ଚନ୍ଦ୍ରପୃଷ୍ଠର ନାମକରଣ, ଲ୍ୟାଣ୍ଡର ବିକ୍ରମ ଅବତରଣ ସ୍ଥାନର ନାମ ଶିବଶକ୍ତି, ଚନ୍ଦ୍ରାଯାନ-୨ କ୍ରାସ ସ୍ଥଳୀର ନାମ ହେଲା ତ୍ରିରଙ୍ଗା, ପ୍ରତିବର୍ଷ ଅଗଷ୍ଟ ୨୩କୁ ଦେଶ ପାଳିବ ଜାତୀୟ ସ୍ପସ୍ ଡେ

ତାମିଲନାଡୁ: ମଦୁରାଇ ଷ୍ଟେସନରେ ଅଗ୍ନିକାଣ୍ଡ, ଟ୍ରେନର ବଗିରେ ନିଆଁ ଲାଗି ୧୦ ଦଗ୍ଧ, ୨୦ ଗୁରୁତର, ଲକ୍ଷ୍ନୌରୁ ରାମେଶ୍ୱରକୁ ଟ୍ରେନ ଯାତ୍ରା କରୁଥିବା ବେଳେ ଲାଗିଥିଲା ନିଆଁ, ଟ୍ରେନରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ନିଆଯାଉଥିବା ବେଳେ ଅଘଟଣ

ଟ୍ରେନ କମ୍ପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ୧୦ମୃତ,୨୦ ରୁ ଅଧିକ ଆହତ

ମଦୁରାଇ ଷ୍ଟେସନରେ ଏକ ଟ୍ରେନ କମ୍ପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ୧୦ ଜଣ ମୃତ, ୨୦ ରୁ ଅଧିକ ଆହତ ଦକ୍ଷିଣ ରେଳବାଇ…

Мостбет букмекерская контора скидки, промокоды, ставки получите и распишитесь спорт возьмите должностном веб сайте Mostbet

Content Популярні ліги что турніри для пруд возьмите Mostbet Грайте у слоти Мостбет В какой мере…

ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡପ୍‌: ଭୁବନେଶ୍ୱର ସାଂସଦ

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଛି ଜମି ଦୁର୍ନୀତି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଥିବା ଜମି ଦୁର୍ନୀତି ପଛରେ…

ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି…

ଆମେରିକା: ଜେଲରୁ ବାହାରିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କଏଦୀ ଭାବେ ଉଠାହେଲା ଫଟୋ, ୨୦ ମିନିଟ ପରେ ବାହାରିଲେ ଜାମିନରେ, ନିର୍ବାଚନ ହେରଫେର ମାମଲାରେ କରିଥିଲେ ଆତ୍ମସମର୍ପଣ

ଗ୍ରୀସ: ଗ୍ରୀସ ରାଜଧାନୀ ଏଥେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନ ବନ୍ଦରରେ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ୪୦ ବର୍ଷ ପରେ ଭାରତର କେହି ପ୍ରଧାନମନ୍ତ୍ରୀ କଲେ ଗ୍ରୀସ ଗସ୍ତ

ନୂଆପଡା: ନୂଆପଡା ଜିଲ୍ଲାରେ ନକ୍ସଲଙ୍କ ତୁମୁଳକାଣ୍ଡ, ବୋମାରେ ଉଡାଇଲେ ଗୋଳାବନ୍ଧ ଫରେଷ୍ଟ ବିଟ ହାଉସ,ଏକ ଜେସିବିରେ ଲଗାଇଲେ ନିଆଁ, ନୂଆପଡା-ମୈନପୁର ନକ୍ସଲ ଡିଭିଜନ ପକ୍ଷରୁ ପୋଷ୍ଟର ବି ଜାରି